ସ୍ୱେଚ୍ଛାକୃତ ଟେଷ୍ଟିଂ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: କରୋନା ଲକ୍ଷଣ ପ୍ରକାଶ ମାତ୍ରକେ ତୁରନ୍ତ ସ୍ୱେଚ୍ଛାକୃତ ଭାବରେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି । ଆଜି ଭିଡିଓ କନଫରେନ୍ସି ଜରିଆରେ କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ…

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ : ୨୦ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର :  ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇ ଯାଇଛି। ମୋଟ ୨୦ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ବୈଠକ ପରେ ଗଣ ମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ଶିଳ୍ପ ଏବଂ କାରଖାନା…

ସିଏସ୍‍ଆର୍‍ ସର୍ଭେ: ଦେଶର ୨୦ ଶ୍ରେଷ୍ଠ ଇଞ୍ଜିନିଅରିଂ କଲେଜରେ ଆଇଟିଆର୍ ସ୍ଥାନ ଏକାଦଶ

ଭୁୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନିକାଲ ଏଜୁକେସନ୍‍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‍) ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍‍ ଏମିନେନ୍ସ ଭାବେ କମ୍ପିଟିସନ୍‍ ସକ୍‍ସେସ୍‍ ରିଭ୍ୟୁ (ସିଏସ୍‍ଆର୍‍) ସର୍ଭେ…

ସ୍ୱାଧୀନତା ଦିବସ ଉତ୍ସବସ୍ଥଳକୁ ଜନସାଧାରଣଙ୍କ ପ୍ରବେଶ ମନା

ଭୁବନେଶ୍ୱର : କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟସ୍ତର ଠାରୁ ଆରମ୍ଭ କରି ଜିଲା, ବ୍ଲକ ଓ ପଞ୍ଚାୟତସ୍ତରରେ ସ୍ୱାଧୀନତା ଦିବସ ଉତ୍ସବସ୍ଥଳୀକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ରାଜ୍ୟସ୍ତରୀୟ ପରେଡ ଉତ୍ସବରେ ୩୦ ଜଣ କୋଭିଡ ଯୋଦ୍ଧା ସାମିଲ ହେବ। ସାମାଜିକ…

ଆଇଆରବି ଯବାନଙ୍କ ତାଲିମ ବେଳେ ମହାନଦୀରେ ବୁଡି ଯବାନ ମୃତ

ବୌଦ୍ଧ  : ବୌଦ୍ଧ ମହାନଦୀରେ ଆଇଆରବି ଯବାନଙ୍କ ତାଲିମ ଚାଲିଥିବାବେଳେ ଜଣେ ଯବାନ ମହାନଦୀରେ ବୁଡି ପ୍ରାଣ ହରାଇଥିବା ଜଣାଯାଇଛି। ମିଳିଥବା ସୂଚନା ମୁତାବକ ବୌଦ୍ଧ ପଞ୍ଚମ ଆଇଆରବି ବାଟାଲିୟନ ର ଯବାନମାନଙ୍କୁ ବୌଦ୍ଧ ମହାନଦୀର ଅପରପାର୍ଶ୍ୱରେ କିଆକଟା ପଞ୍ଚାୟତର ବାଙ୍କପାଲ ଘାଟଠାରେ ଓଡ୍ରାଫ…

କରୋନା ଆକ୍ରାନ୍ତ ଶୁଣି ହୃଦ୍‌ଘାତରେ ମୃତ୍ୟୁ

ରଣପୁର : ନୟାଗଡ ଜିଲା ରଣପୁର ବ୍ଲକ ରାଜସୁନାଖଳା ଗ୍ରାମ ସୁନାଖଳା ସାହିର ଶ୍ୟାମ ସାହୁ (୬୩)। ଗତ କିଛି ବର୍ଷ ତଳେ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟ କରି ଚାକିରିରୁ ଅବସର ନେଇଥିଲେ। ଚାରି ଦିନ ତଳେ ତାଙ୍କର ଜ୍ୱର ହେବାରୁ ଔଷଧ ସେବନ କରିଥିଲେ। ତେବେ ସମ୍ପୂର୍ଣ୍ଣ ଉପଶମ ହୋଇ ନ ଥିବାବେଳେ…

ସରକାରୀ ଯୋଜନା କାହା ପାଇଁ : ଭିନ୍ନକ୍ଷମ ଝିଅ ପାଇଁ କିଛି ନାହିଁ

ଗଡ଼ମଧୁପୁର : ରାଜ୍ୟ ହୁଅନ୍ତୁ ଅବା କେନ୍ଦ୍ର ସରକାର। ଉଭୟ ସରକାର ଏବେ ଏକରୁ ଅନେକ ଯୋଜନା ସାଧାରଣ ଜନତା ଓ ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ କରିଥିବା ବେଳେ ଅନେକ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ନପାରି ବାଟ ବଣା ହୋଇଛି। ରାସନ ସାମଗ୍ରୀ ଯୋଗାଣ କ୍ଷେତ୍ରରେ…

୪୨୦୦୦ ଲିଟର ପିଡିଏସ କିରାସିନ ଜବତ : ୪ ଗିରଫ

ଭୁବନେଶ୍ବର : ବହୁ ଦିନରୁ ପିଡିଏସ୍‌ କିରାସିନ ଚୋରାଚାଲାଣକାରୀଙ୍କ ପିଛାରେ ପଡ଼ିଥିବା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ମିଳିଛି ବଡ଼ ସଫଳତା। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପିଡିଏସ୍‌ କିରାସିନ ଜବତ କରିବା ପରେ ଏହାର ମୂଳ ଖୋଜିବାକୁ ଯାଇ ଏସ୍‌ଟିଏଫ ସୋମବାର ରାତିରେ…

ଏବେ ବି ପ୍ରଣବଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ବୁଧବାର ସେ ଚିକିତ୍ସିତ ହେଉଥିବା ସେନା ହସ୍ପିଟାଲ ପକ୍ଷରୁ ଏ ନେଇ ବୁଲେଟିନ୍‌ ଜାରି କରାଯାଇ ସୂଚନା ଦିଆଯାଇଛି। ପ୍ରବଣ କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ…

ଅଗଷ୍ଟ ୨୧ ରୁ +୨ ନାମଲେଖା ପାଇଁ ଆବେଦନ ଆରମ୍ଭ, ସେପ୍ଟେମ୍ବର ୯ରେ ମେରିଟ ଲିଷ୍ଟ

ଭୁବନେଶ୍ବର: ଅଗଷ୍ଟ ୨୧ରୁ +୨ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ନାମଲେଖା ପାଇଁ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ସାମ୍ସ (SAMS) ସେଣ୍ଟର ଜରିଆରେ ଅନଲାଇନରେ ଛାତ୍ରଛାତ୍ରୀମାନେ ଆବେଦନ କରିବେ।  ସେପ୍ଟେମ୍ବର ୯ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏ ନେଇ ବୁଧବାର ବିଦ୍ୟାଳୟ…