ଅନ୍ତର୍ଜାତୀୟ ବାମହାତିଆ ଦିବସ
ପୃଥିବୀର ଅଧିକାଂଶ ଲୋକ ଡାହାଣ ହାତିଆ; ଅର୍ଥାତ ସେମାନେ ଲେଖିବାଠାରୁ ଆରମ୍ଭ କରି ଅଧିକାଂଶ କାମ ଡାହାଣ ହାତରେ କରିଥା’ନ୍ତି; କିନ୍ତୁ ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ବାମହାତିଆ। ଏମାନଙ୍କ ବିଶେଷତ୍ବ ଓ ଅଲଗାପଣକୁ ନେଇ ୧୯୭୬ ମସିହାରୁ ଆଜିର ଦିନରେ ପାଳିତ ହୋଇଆସୁଛି ଅନ୍ତର୍ଜାତୀୟ!-->…