ଅଟୋରେ ୧ ବିଏଚକେ ଘର, ଖର୍ଚ୍ଚ ହୋଇଛି ୧ ଲକ୍ଷ
ଅଟୋରେ ୧ ବିଏଚକେ ଘର। କଥାଟା ଟିକେ ଅଡୁଆ ଲାଗୁଥିଲେ ବି ଏପରି ଏକ ଫଟୋ ଭାଇରାଲ ହେଉଛି ସୋସିଆଲ ମିଡିଆରେ। ପୁଣି ଏହାକୁ ତିଆରି କରିବାରେ ଖର୍ଚ୍ଚ ହୋଇଛି ୧ ଲକ୍ଷ ଟଙ୍କା। ଆଉ ଏକ ସ୍ବତନ୍ତ୍ରତା ହେଉଛି ଏହା ଏକ ମୁଭେବୁଲ ହୋମ୍ ଅର୍ଥାତ୍ ଅଟୋରେ ଘରଟିକୁ ଯେକୌଣସି ସ୍ଥାନକୁ ସ୍ଥାନାନ୍ତର!-->…