ମହିଳା ମହାବିଦ୍ୟାଳୟ ରାସ୍ତାରେ ଲୁଟ ଘଟଣା: ୪ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ମହିଲା ମହାବିଦ୍ୟାଳୟ ରାସ୍ତାରେ ଦିନ ବେଳା ଭୁଜାଲି ଦେଖାଇ ହୋଇଥିବା ଲୁଟ ଘଟଣାରେ ବଲାଙ୍ଗୀର ଟାଉନ ପୁଲିସକୁ ସଫଳତା ମିଲିଛି । ଅପରାଧ ନିୟନ୍ତ୍ରଣ ପାଇଁ ସହରରେ ଲାଗିଥିବା ସିସିଟିଭି ଫୁଟେଜରୁ ଅଭିଯୁକ୍ତ ମାନଙ୍କୁ ଠାବ କରି ପୁଲିସ ଅଭିଯୋଗର ଦିନକ ଭିତରେ ଚାରିଜଣଙ୍କୁ

ବିଦେଶରୁ ଆସୁଥିବା ବିମାନ ଯାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାନି ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ :  ଆସନ୍ତା ୮ ତାରିଖରୁ ବିଦେଶରୁ ଆସୁଥିବା ବିମାନ ଯାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାନି ନିର୍ଦ୍ଦେଶାବଳୀ ଜାରି କରିଛି। ମନ୍ତ୍ରଣାଳୟ ଏହାର ନିର୍ଦ୍ଦେଶବାଳୀରେ କହିଛି, ବିମାନ ଯାତ୍ରା ପାଇଁ ଯୋଜନା କରିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ newdelhi airport.inକୁ

କୁଖ୍ୟାତ ଲୁଟିଆ ଗ୍ୟାଙ୍ଗର ୮ ଗିରଫ; ମୋବାଇଲ,ବାଇକ, ଲାପଟପ ଜବତ

ଭୁବନେଶ୍ୱର : କମିଶନରେଟ ପୁଲିସ ସୋମବାର ଏକ ଲୁଟିଆ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି କୁଖ୍ୟାତ ଲୁଟିଆ ଗ୍ୟାଙ୍ଗର ୮ ଲୁଟିଆଙ୍କୁ ପୁଲିସ ଗିରଫ କରିଛି।ସେମାନଙ୍କ ଠାରୁ ୭୦ ମୋବାଇଲ, ୯ ବାଇକ, ୨୩ ଲାପଟପ, ସୁନା ଗହଣା ଜବତ ହୋଇଛି। ଏହି କୁଖ୍ୟାତ ଲୁଟିଆ ଗ୍ୟାଙ୍ଗ ରାଜଧାନୀର ବିଭିନ୍ନ

ରେଳବାଇ ଆଣିଲା ରେଳ ବାଇ-ସାଇକେଲ

ନୂଆଦିଲ୍ଲୀ : ଆଗକୁ ରେଳ ଧାରଣା ଯାଞ୍ଚ ପାଇଁ ଗ୍ୟାଙ୍ଗମ୍ୟାନଙ୍କୁ ଆଉ ଟ୍ରାକ ଉପରେ ମାଇଲ ମାଇଲ ଦୂର ଚାଲିବାକୁ ପଡିବନି । ବର୍ତ୍ତମାନ ରେଳ ଧାରଣା ଯାଞ୍ଚ କରିବାକୁ ରେଳବାଇର ଗ୍ୟାଙ୍ଗମ୍ୟାନ ବହୁଦୂର ଯାଏ ପାଦରେ ଟ୍ରାକ ଉପରେ ଚାଲି ଚାଲି ଯାଉଛନ୍ତି । ଯାହାଫଳରେ ଏଥିପାଇଁ ଅଧିକ ସମୟ ଅପଚୟ

ଜରୁରୀ ଔଷଧ ଓ ଟଙ୍କା ପଠାଇବାର ବିକଳ୍ପ ମାଧ୍ୟମ ଭାରତୀୟ ଡାକ ସେବା

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଉଭୟ କେନ୍ଦ୍ରଓ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଯେଉଁଠି ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛି ସେସବୁ ସ୍ଥାନରେ ସଟ୍‍ଡାଉନ୍‍, ଲକ୍‍ଡାଉନ୍‍, କଣ୍ଟେନ୍‍ମେଣ୍ଟ ଜୋନ୍‍, ବଫର ଜୋନ୍‍ ଆଦି ଘୋଷଣା କରାଯାଇ ସାଧାରଣ

ରାକ୍ଷୀ ବନ୍ଧନର ପବିତ୍ର ଦିନରେ ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ଲତା ମଙ୍ଗେସକର

ନୂଆଦିଲ୍ଲୀ : ରକ୍ଷା ବନ୍ଧନର ପବିତ୍ର ଦିନରେ ବଲିଉଡ଼ର ପ୍ରସିଦ୍ଧ ଗାୟିକା ତଥା କୋକିଳ କଣ୍ଠି ନାମରେ ପରିଚିତ ଲତା ମଙ୍ଗେସକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି। ଏହାସହ ଗୋଟିଏ ଭିଡ଼ିଓ ମଧ୍ୟ ପଠାଇଛନ୍ତି। ଲତା କହିଛନ୍ତି, କରୋନା କାରଣରୁ ସେ

କୋଭିଡ-୧୯ ଆରୋଗ୍ୟ ୧୧ ଲକ୍ଷ ୮୬ହଜାର ୨୦୩କୁ ବୃଦ୍ଧି : ମୃତ୍ୟୁହାର ୨.୧୧%

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ରୁ ଆରୋଗ୍ୟଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ୧୧ ଲକ୍ଷ ୮୬ହଜାର ୨୦୩କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଗତ ୨୪ଘଣ୍ଟା ଭିତରେ ଆଉ ୪୦ହଜାର ୫୭୪ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟଲାଭ କରିବା ସହିତ କୋଭିଡ-୧୯ ଆରୋଗ୍ୟ ହାର

ରାମ ମନ୍ଦିର ଭୂମିପୂଜା ଉତ୍ସବ : ଆଲୋକମାଳାରେ ଅଯୋଧ୍ୟା ନଗରୀ

ଅଯୋଧ୍ୟା : ଉତ୍ତରପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ପ୍ରସ୍ତୁତି ଜୋରଦାର ଚାଲିଛି। ସୋମବାର ଠାରୁ ତିନି ଧରି ହେବାକୁ ଥିବା ଏହି ଭୂମିପୂଜା କାର୍ଯ୍ୟ ବୁଧବାର (ଅଗଷ୍ଟ ୫)ରେ ଶେଷ ହେବ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିର

ଓଡ଼ିଶା ସରକାର ହରାଇବେ ୧୪୦ କୋଟି ରାଜସ୍ୱ

ନୂଆଦିଲ୍ଲୀ: ରାଜ୍ୟ ରାଜକୋଷ ଉପରେ ଭାରୀ ପଡ଼ୁଛି ପ୍ରଶାସନିକ ନୀରବତା। ଫଳରେ ଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀ ଠାରୁ ବକେୟା ୧୪୦ କୋଟି ଟଙ୍କାର ପ୍ରବେଶ କର ଅର୍ଥ ହରାଇବାକୁ ଯାଉଛନ୍ତି ଓଡ଼ିଶା ସରକାର। ଆଇନ ଅନୁଯାୟୀ ବକେୟା ପ୍ରାପ୍ୟ ପାଇବାକୁ ଓଡ଼ିଶା ସରକାର ହକ୍‍ଦାର ହୋଇଥିଲେ ମଧ୍ୟ

ଆଦିତ୍ୟ ଦାସ ମୃତ୍ୟୁ ମାମଲା, ୧୫ ଜଣଙ୍କୁ ଜେରା

ଭୁବନେଶ୍ୱର: ଆଦିତ୍ୟ ଦାସ ମୃତ୍ୟୁ ମାମଲାର ତଦନ୍ତ କରୁଥିବା କ୍ରାଇମ୍‍ବ୍ରାଞ୍ଚ ଗତ ଜୁଲାଇ ୩୦ରେ ତଦନ୍ତ ଭାର ନେଇଛି। ଏହି ୪ ଦିନ ମଧ୍ୟରେ କ୍ରାଇମ୍‍ବ୍ରାଞ୍ଚ ୧୫ରୁ ଅଧିକ ଲୋକଙ୍କୁ ପଚରାଉଚରା କରିସାରିଲାଣି। ଏଥିରେ ଆଶ୍ରମର ୬ ଜଣ ସଦସ୍ୟ ଓ ଅନ୍ତେବାସୀଙ୍କୁ ଅଧିକାରୀମାନେ ପ୍ରଥମ ଦିନରେ ଜେରା