ତିନୋଟି ନକଲି ଗୁଟୁଖା କାରଖାନା ଜବତ
ବ୍ରହ୍ମପୁର: ବ୍ରହ୍ମପୁର ଉପକଂଠ ସ୍ଥିତ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଂଠି ଓ ହୁଗୁଳାପଟା ଗ୍ରାମ ପଞ୍ଚାୟତରୁ ତିନୋଟି ନକଲି ଗୁଟୁଖା କାରଖାନା ଜବତ ହୋଇଛି । ବ୍ରହ୍ମପୁର ଉପଜିଲ୍ଲାପାଳ ଶନିବାର ଚଢାଉ କରି ଏହି ତିନୋଟି ନକଲି କାରଖାନା ସମେତ ଗୋଦାମ ଘରୁ ବହୁ ଗୁଟୁଖା ତିଆରି ଉପକରଣ,!-->…