ଆରପାରିରେ ରାଜ୍ୟସଭା ସାଂସଦ ଅମର ସିଂ

ନୂଆଦିଲ୍ଲୀ- ପରଲୋକରେ ସମାଜବାଦୀ ପାର୍ଟିର ପୂର୍ବତନ ନେତା ଓ ରାଜ୍ୟସଭା ସାଂସଦ ଅମର ସିଂ । ଅସୁସ୍ଥତା ଯୋଗୁଁ ଦୀର୍ଘ ୬ ମାସ ଧରି ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । କିନ୍ତୁ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅମରଙ୍କ ମୃତ୍ୟୁ ରାଜନୀତିରେ ଏକ ବଡ ଶୂନ୍ୟସ୍ଥାନ…

ରୁଷ ଓ ଚାଇନା ଭ୍ୟାକସିନକୁ ବ୍ୟବହାର କରିବନି ଆମେରିକା

ୱା ଶିଂଟନ-ରୁଷ ଓ ଚାଇନା ପ୍ରସ୍ତୁତ କରୋନା ଟିକା ବ୍ୟବହାର କରିବନି ଆମେରିକା ତେବେ ଆମେରିକା ସଂକ୍ରମଣ ରୋକ ବିଶେଷଜ୍ଞ ଆନ୍ଥୋନି ଫାଉସ କହିଛନ୍ତି ରୁଷ ଓ ଚାଇନା ଟିକାକୁ ବ୍ୟବହାର କରିବ ନାହିଁ । କାରଣ ଏମାନେ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥାକୁ ପରୀକ୍ଷା ବେଳେ ବ୍ୟବହାର…

ରାଜ୍ୟରେ ୫ ପ୍ରକାର କରୋନା ଭାଇରସ୍

ଭୁବନେଶ୍ୱର- ରାଜ୍ୟରେ ବୁଲୁଛି ୫ ପ୍ରକାରର କରୋନା ଭାଇରସ । ସେଗୁଡିକ ହେଉଛି ୧୯ଏ, ୧୯ବି, ୨୦ବି ଓ ୨୦ସି, । ସବୁଠୁ ଅଧିକ ୨୦ଏ ଓ ୨୦ବି ଭାଇରସ ଠାବ ହୋଇଛି ବୋଲି ଆଇଏଲସି ନିଦେ୍ର୍ଧଶକ ଅଜୟ ପରିଡା କହିଛନ୍ତି । ତାଙ୍କ କହିବା ଅନୁଯାୟୀ ଆରଏମଆରସି ଓ ଆଇଏଲସି ପକ୍ଷରୁ ଓଡିଶାରେ ୨୨୫…

ଲିପୁଲେଖରେ ଠୁଳ ହେଲେ ୧୦୦୦ ସୈନିକ

ନୂଆଦିଲ୍ଲୀ- ପୂର୍ବ ଲଦାଖରୁ ସେନା ପ୍ରତ୍ୟାହାର କରିବା ପରେ ଲିପୁଲେଖରେ ୧୦୦୦ ସୈନିକ ଠୁଳ କରିଛି ଚୀନ । ଲିପୁଲେଖ ଇଲାକା ଭାରତ,ନେପାଳ ଓ ଚୀନ ସୀମାକୁ ଲାଗି ରହିଛି । ନେପାଳ ଦୀର୍ଘଦିନ ଧରି ଭାରତ ସହ ବନ୍ଧୁ ରାଷ୍ଟ୍ର ଭାବେ ପରିଚିତ ହେବା ପରେ ଏବେ ଚୀନ ସହ ମିଶି ଷଡଯନ୍ତ୍ର କରୁଛି ।…

ଅଗଷ୍ଟ ୩୧ ପର୍ଯ୍ୟନ୍ତ ଭୁବନେଶ୍ୱର-କଟକରେ ୧୪୪ ଧାରା ଜାରି

ଭୁବନେଶ୍ୱର- ଅଗଷ୍ଟ ୩୧ ପର୍ଯ୍ୟନ୍ତ ଦ୍ୱୈତ ନଗରୀ ଭୁବନେଶ୍ୱର -କଟକରେ ୧୪୪ ଧାରା ଜାରି କରିଛନ୍ତି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ । ରାତି ୯ରୁ ସାକାଳ ୫ ମଧ୍ୟରେ ଅତ୍ୟାବଶ୍ୟକ ସମାଗ୍ରୀ ପରିବହନ ବ୍ୟତିତ ଅନ୍ୟ କୌଣସି ଗାଡିକୁ ଅନୁମତି ଦିଆଯିବ ନାହିଁ । କୌଣସି ବ୍ୟକ୍ତି ଏହି…

କୋଭିଡ ନିୟମ ଉଲ୍ଲଘଂନ କାରୀଙ୍କ ପାଇଁ ହ୍ୱାର୍ଟସପ ନମ୍ବର ଜାରି

ଭୁବନେଶ୍ୱର- ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଲକଡାଉନ ସଟଡାଉନ ସତ୍ୱେ ବଢି ଚାଳଇଛି ସଂକ୍ରମଣ । କୋଭିଡ ନିୟମ ଉଲ୍ଲଘଂନ କରୁଥିବା କିଛି ଅମାନିଆଙ୍କ ପାଇଁ ପୋଲିସ କମିଶନର ହ୍ୱାର୍ଟସପ ନମ୍ବର ଜାରି କରିଛନ୍ତି । ଯେଉଁ ମାନେ କୋଭିଡ ନିୟମ ଉଲ୍ଲଘଂ କରୁଛନ୍ତି…

ଅନଲାଇନ କ୍ଳାସ୍ ଗ୍ରୁପରେ ଅଶ୍ଳୀଳ ଫଟୋ

କଟକ- ଅନଲାଇନ କ୍ଳାସ ଚାଲିଥିବା ସମୟରେ ଗ୍ରୁପରେ ପହିଲା ଅଶ୍ଳୀଳ ଫଟୋ । ଏହି ଫଟୋ ପ୍ରଧାନଶିକ୍ଷକ ପକାଇଛନ୍ତି ବୋଲି ଅଭିଯୋଗ ଆସିଛି । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲାରୁ । ସୂଚନାଯୋଗ୍ୟ ଗତ ଜୁଲାଇ ୩୦ ତାରିଖରେ ହ୍ୱାଟ୍ସଆପରେ ଅନଲାଇନ କ୍ଳାସ ଚାଳିଥିବା ବେଳେ ଏକ ସରକାରୀ ସ୍କୁଲର…

ଶ୍ରମିକଙ୍କ ଉପରେ କ୍ରେନ୍ ଭାଙ୍ଗିପଡ଼ିବାରୁ ୧୦ ମୃତ:ବିଶାଖାପାଟଣା

ହାଇଦ୍ରାବାଦ: ଶନିବାର ଅପରାହ୍ଣରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନ ‘ହିନ୍ଦୁସ୍ତାନ ସିପ୍‌ୟାଡ୍ ଲିମିଟେଡ୍‌’ରେ ଗୋଟାଏ ପ୍ରକାଣ୍ଡ କ୍ରେନ୍ ଭାଙ୍ଗିପଡ଼ିବାରୁ ଅନ୍ୟୂନ ୧୦ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ କେତେକ ଆହତ ହୋଇଥିବା କଥା ମଧ୍ୟ ପୁଲିସ…

ଆଏଜ ସମ୍ବଲପୁରୀ ଦିନ୍:ବିଦ୍ୟାଙ୍କ ଠୁ ନେଇ ପ୍ରତିଭା ପାଟିଲ ଙ୍କ ପସନ୍ଦ

ଆଏଜ ସମ୍ବଲପୁର ଦିନ୍ । ଅର୍ଥାତ୍ ଆଜି ଅଗଷ୍ଟ ୩୧ ତାରିଖରେ ପାଳନ ହୋଇଥାଏ ସମ୍ବଲପୁର ଦିବସ । କରାନା କାଳରେ ଏହି ଦିନଟିକୁ ଭର୍ଚ୍ୟୁଆଳ ପାଳନ କରାଯାଉଛି । ମାତ୍ର ଚଳିତ ବର୍ଷ ଏହି ଦିନର ବିଶେଷତ୍ଵ ଆଉ ଏକ କାରଣରୁ ଢ଼େର ବଢ଼ି ଯାଇଛି । ଗାଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଭୂମିକାରେ ଅବତୀର୍ଣ୍ଣ…

କ୍ଷୁଦ୍ର ବ୍ୟବସାୟୀଙ୍କ ଝିଅ ଡାକ୍ତର ହେବାର ସ୍ୱପ୍ନ

ଭୁବନେଶ୍ୱର- କଥାରେ ଅଛି ଯେଉଁଠାରେ ଲକ୍ଷ୍ମୀ ଅଛନ୍ତି ସେଠାରେ ସରସ୍ୱତୀ ନାହାନ୍ତି ଓ ଯେଉଁଠାରେ ସରସ୍ୱତୀ ଅଛନ୍ତି ସେଠାରେ ଲକ୍ଷ୍ମୀ ନାହାନ୍ତି । ଏହି ଉକ୍ତିଟି ଦେଖିବାକୁ ମିଳିଛି ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଶୁଭଶ୍ରୀ ଦାଶଙ୍କ କ୍ଷେତ୍ରରେ ।…