ଚୀନର ବିଶ୍ୱାସଘାତକତା

ନୂଆଦିଲ୍ଲୀ- ଏଲଏସିରେ ପୁଣି ବିଶ୍ୱାସ ଘାତକତା କଲା ଚୀନ । ଚୀନର ପାଙ୍ଗୋଙ୍ଗ ଝିଲ ନିକଟରେ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି । ବିବାଦୀୟ ଇଲାକାରେ ଚୀନର ଏପରି ଶକ୍ତି ପ୍ରଦର୍ଶନ ଯୋଗୁଁ ଉତେଜନା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଏହି ଇଲାକାରେ ଚୀନ ତାର ନୂଆ କ୍ୟାମ୍ପ

ମେଡିକାଲ ଯାଉଥିବା ଲୋକକୁ ଗାଁ ମନା

ରାୟଗଡା: ମେଡିକାଲ ଯାଉଥିବା ଲୋକକୁ ଗାଁରେ ପ୍ରବେଶ ମନା । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ଭାତପୁର ପଂଚାୟତର ନୂଆଗାଁରେ । ଏହି ଗାଁର ସନ୍ଧ୍ୟାରାଓ ମିଣିଆକାଙ୍କ ହାତରେ ଘା ହୋଇଥିଲା । ତେଣୁ ତାଙ୍କ ଚିକିତ୍ସା ପାଇଁ ଗାଁର ଜଣେ ଯୁବକ ତାଙ୍କୁ ରାୟଗଡା

ତାଲିବାନ ବୋମା ବିସ୍ଫୋରଣରେ ୮ ମୃତ

କାବୁଲ: ଆଫଗାନିସ୍ତାନରେ କାର ବୋମା ବିସ୍ଫୋରଣ ହୋଇଛି । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଏହି ଘଟଣା ଆଫଗାନିସ୍ତାନର ମଧ୍ୟ ଲୋଗାଲ ରାଜ୍ୟରେ ରାଜଧାନୀ ପୁଲ-ଏ-ଆଲମ ସହରରେ ଘଟିଛି । ମାତ୍ର ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୈାଣସି ସଂଗଠନ ନିଜକୁ ଦାୟୀ

ଭାରତରେ ପ୍ରବେଶ ପାଇଁ ଆତଙ୍କବାଦୀଙ୍କ ଉଦ୍ୟମ

ନୂଆଦିଲ୍ଲୀ: ପାକିସ୍ତାନ ନିୟନ୍ତ୍ରଣ ରେଖାରେ ୨୭ ଟି ଲଂଚ ପ୍ୟାଡକୁ ସକ୍ରିୟ କରାଯାଇଛି । ୩୨୦ରୁ ଅଧିକ ଆତଙ୍କବାଦୀ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା । ସ୍ୱାଧୀନତା ଦିବସ ପୂର୍ବରୁ ସେମାନେ ପ୍ରବେଶ କରିବା ପାଇଁ ଯୋଜନା କରୁଥିବା ନେଇ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଗ୍ନିକାଣ୍ଡ

କେନ୍ଦ୍ରାପଡା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତମାନେ ଘର ତାଲା ପକାଇ ନିଆଁ ଲଗାଇଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଗିରଙ୍ଗ ଗାଁରେ । ଏହି ଅଗ୍ନି କାଣ୍ଡରେ ୨୦ ଦିନର ଶିଶୁ ସମେତ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି ।

କରୋନା ନିୟମକୁ ଭାଙ୍ଗି ନକ୍ସଲ ପାଳିଲେ ସହିଦ ସପ୍ତାହ

ମାଲକାନାଗିରି: ପୋଲିସ ଓ ଅର୍ଦ୍ଧସାମରିକ ବାହିନୀକୁ ଚ୍ୟାଲେଞ୍ଜ କରି ମାଲକାନାଗିରି ଅଂଚଳରେ ନକ୍ସଲମାନେ ପାଳନ କରିଛନ୍ତି ସହିଦ ଦିବସ । ସାମାଜିକ ଦୂରତାକୁ ନମାନି ଶହ ଶହ ସଂଖ୍ୟାକ ଲୋକ ଏଥିରେ ସାମିଲ ହୋଇ ସରକାର ବିରୋଧି ନାରା ଦେଇଥିଲେ । ଏଥିସହିତ ମାସ୍କ ପିନ୍ଧି ନ ପିନ୍ଧିବା ସହ କୋଭିଡ

୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ

କୋରାପୁଟ- ଆଜି ଠାରୁ ୫ ଦିନ ପର୍ଯ୍ୟନ୍ତ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ବନ୍ଦ ରହିବ । ଏମର୍ଜେନ୍ସି ବ୍ୟତିତ ଅନ୍ୟ ସମସ୍ତ ବିଭାଗ ବନ୍ଦ ରହିବ । ହସ୍ପିଟାଲ ସୁପରିଟେଂଣ୍ଡେଂଟ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ମେଡିକାଲ ବନ୍ଦ ଘୋଷଣା କରାଯାଇଛି । କରୋପୁଟ

ବିରିୟାନି ପାଇଁ ମହାଭାରତ

ଭଦ୍ରକ: ବିରିୟାନି ଖାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଟି ମୁହାଁମୁହିଁ ହୋଇଛନ୍ତି । ଏଥିରେ ଉଭୟ ପକ୍ଷର ୬ ଜଣ ଗୁରୁତର ହୋଇଥିବା ବେଳେ ୫ଟି ବାଇକ୍ ଭାଙ୍ଗିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ଗ୍ରାମରେ । ସୂଚନା ଅନୁସାରେ

ଗାଡି ଚଲାଇବା ବେଳେ ଫୋନରେ କଥା ହେଲେ ୧୦ହଜାର ଫାଇନ

ନୂଆଦିଲ୍ଲୀ- ଏଣିକି ଗାଡି ଚଳାଇବା ବେଳେ ଫୋନରେ କଥା ହେଲେ ଗଣିବେ ୧୦ ହଜାର ତଣ୍ଡ । ଦୁର୍ଘଟଣାକୁ ଏଡାଇବା ପାଇଁ ଉତର ପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ ଏହି ନିଷ୍ପତି ନେଇଛନ୍ତି । ଯେଉଁବ୍ୟକ୍ତି ଦୁଇ ଚକିଆ ଓ ଚାରି ଚକିଆ ଗାଡି ଚଲାଇଥିବା ବେଳେ ଫୋନାର କଥା ହୋଇ ଧରାପଡନ୍ତି, ତେବେ ସେମାନଙ୍କ

ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ କ୍ୱାରେନଟାଇନ ପିରିୟଡକୁ ଛୁଟି ବିବେଚନା ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ- କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ କ୍ୱାରେନଂଟାଇନ ପିରିୟଡକୁ ଛୁଟି ଭାବେ ଗ୍ରହଣ କରାଯାଇଥିବା ପ୍ରଂସଙ୍ଗ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ସେହିପରି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଦରମା ଠିକ ସମୟରେ ଦିଆଯାଇନଥିବାରୁ