ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ନଦୀଜଳ ରାଷ୍ଟ୍ରୀୟ ଏକାତ୍ମତାର ଚିହ୍ନ: ମିଲିନ୍ଦ ପରାଣ୍ଡେ
ନୂଆଦିଲ୍ଲୀ: ମର୍ଯ୍ୟାଦା ପୁରୁଷୋତମ ଭଗବାନ ପ୍ରଭୂ ଶ୍ରୀରାମ ତାଙ୍କ ଜୀବନରେ ସାମାଜିକ ସମନ୍ୱୟ ଏବଂ ସଶକ୍ତିକରଣର ବାର୍ତା ଦେଇଥିଲୋ ତାଙ୍କର ମନ୍ଦିର ନିର୍ମାଣ ଭୂମି ପୂଜନରେ ବ୍ୟବହୃତ ହେବା ପାଇଁ ସାରା ଦେଶରୁ ଆସୁଥିବା ହଜାର ହଜାର ପବିତ୍ର ନଦୀର ଜଳ ଏବଂ ପବିତ୍ର ପୀଠର ମୃତିକା ସମଗ୍ର!-->…