ଇଦ୍ ଅଲ-ଅଦା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଛା

ନୂଆଦିଲ୍ଲୀ- ଇଦ୍ ଅଲ- ଅଦା ଅବସରରେ ଦେଶବାସୀଙ୍କୁୁ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ,ଏହି ଦିନ ଆମକୁ ଏକ ନ୍ୟାୟପୂର୍ଣ୍ଣ, ସୁସଂଗତ ଏବଂ ଅନ୍ତର୍ଭୁକ୍ତ ସମାଜ ଗଠନ ପାଇଁ ପ୍ରେରଣା ଦେଉ ଓ ଭାଇଚାରା ଆଗକୁ ବଢୁ । ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ପାର କରୁଛି । ଆଜି ଗୋଟିଏ ଦିନରେ ୧୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୯୩ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୬୦୯ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ

ଆଜିଠାରୁ ଅନଲକ୍ ଥ୍ରୀ ଜାରି

ଭୁବନେଶ୍ୱର- ଆଜିଠାରୁ ଆରମ୍ଭ ହେଉଛି ଅନଲକ୍ ଥ୍ରୀ । ଅନଲକ୍ ଥ୍ରୀ ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଅନଲକ୍ ଥ୍ରୀ ରେ ପୂର୍ବପରି ରାତ୍ରକାଳୀନ କଫୁ୍ର୍ୟ ବଳବତର ରହିବ । ରାତ ୯ରୁ ସକାଳ ୫ ଟା ପର୍ଯ୍ୟନ୍ତ ଗାଡି ମଟର ଚଳାଚଳ ଉପରେ କଟକଣା ଲାଗିଛି । କିନ୍ତୁ ରାତ୍ରକାଳୀନ

ମୌସୁମୀ ଉଭାନ: ରାଜ୍ୟରେ ମରୁଡି ଆଶଙ୍କା

ଭୁବନେଶ୍ୱର: ଧାରା ଶିରାବଣ ମାଶରେ ମୌସୁମୀ ଉଭାନ ହୋଇଯାଇଥିବାରୁ ରାଜ୍ୟରେ ମରୁଡି ଆଶଙ୍କା ସୃଷ୍ଟି ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟର ୧୩ଜିଲ୍ଲାରେ ନିଅଂଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବିଶେଷ କରି ଉପକୂଳ ଜିଲ୍ଲାଗୁଡିକରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ

କେଉଁ ବାଟରେ ତୁ’ ଖସିବୁ ଖସ୍

ସମ୍ପ୍ରତି ଓଡ଼ିଶାରେ ଏବଂ ଭାରତବର୍ଷରେ କରୋନା ମହାମାରୀ ଯେପରି ମଣିଷ ସମାଜକୁ ତଳିତଳାନ୍ତ କରିଚାଲିଛି, ତାହା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଲିଖିତ ଗଳ୍ପ ‘ପେଟେଂଟ ମେଡିସିନି’ର ଗୀତିନାଟ୍ୟ ପରବର୍ତୀ ସମୟରେ ବିଭିନ୍ନ ଜାଗାରେ ପ୍ରଦର୍ଶିତ ହୋଇ ବ୍ୟାପକ ଜନାଦୃତି ହାସଲ କରିଥିବା କଥା

୪ ଡକାୟତ ଗିରଫ, ଜଣେ ଫେରାର

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ଥାନା ବନେଇକଳା ବସ୍ତିରେ ହୋଇଥିବା ଡକାୟତି ଘଟଣାରେ ପୋଲିସ ୪ଜଣଙ୍କୁ ଡତାୟତକୁ ଗିରଫ କରିବା ସଙ୍ଗେ ସଙ୍ଗେ ସୁନା ଜିନିଷ କିଣିଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ଅନ୍ୟଜଣେ ଫେରାର ହୋଇଯାଇଛି । ବୃଦ୍ଧ ଦମ୍ପତି ଶୋଇଥିବା ଅବସ୍ଥାରେ ଚୋରି ହୋଇଥିବା

କାଶିପାଳ ହାଇସ୍କୁଲ ଛାତ୍ରୀ ହରପ୍ରିୟା ରଖିଲେ ୯୧.୬୬ ପ୍ରତିଶତ ମାର୍କ

ଚମ୍ପୁଆ: ଦୃଢ଼ଇିଛା ଶକ୍ତି ଓ ଅଧ୍ୟବସାୟ ବଳରେ ଚଳିତ ବର୍ଷ ହାଇ ସ୍କୁଲ ପରିକ୍ଷାରେ କାଶିପାଳ ପଞ୍ଚାୟତ ହାଇ ସ୍କୁଲର ଛାତ୍ରୀ ହରପ୍ରିୟା ମହାନ୍ତ ମୋଟ ୫୫୦ ନମ୍ବର ରଖି ବ୍ଲକରେ ଟପର ହୋଇ ପାରିଛନ୍ତି । ଚମ୍ପୁଆ ବ୍ଲକ ଚନ୍ଦ୍ରଶେଖରପୁର ପଞାୟତର ଏକ ଅନାମଧେୟ ଗାଁ ସିଲିପୁଂଜି । ବାପା

କୋଭିଡ ନିୟମର ଉଲ୍ଲଂଘନକୁ ବିଜେପିର ସମର୍ଥନ ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର: ସମ୍ବଲପୁର ଘଟଣାକୁ ନେଇ ବିଜେପି ସରକାରଙ୍କୁ ସମାଲୋଚନା କଲା ପରେ ତାହାର ଜବାବ ଦେଇଛି ବିଜେଡି । ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବାରମ୍ବାର କୋଭିଡ ନିୟମ ପାଳନ ପାଇଁ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି । ଲୋକଙ୍କୁ ଦେଖାଇବା ପାଇଁ

ଜିଲ୍ଲା ସ୍ତରରେ ୨୪୧ ପିଜି ଡାକ୍ତର ନିଯୁକ୍ତ

ଭୁବନେଶ୍ୱର: ପିଜି ସାରିଥିବା ୨୪୧ ଡାକ୍ତରଙ୍କୁ ଜିଲ୍ଲାସ୍ତରରେ ନିଯୁକ୍ତି ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ନିଦେ୍ର୍ଧଶନାମା ଅନୁଯାୟୀ ବିଭିନ୍ନ ଜିଲ୍ଲାରେ ଏମାନେ ସିଡିଏମଓଙ୍କ ଅଧିନରେ କାର୍ଯ୍ୟକରିବେ ଏଥିରେ ଗାଇନୋକୋଲୋଜି, ଶିଶୁ ରୋଗ, ଜେନେରାଲ ମେଡିସିନ, ଚର୍ମ ଓ ଭିଡି, ମାନସିକ ରୋଗ,

ହେପାଟାଇଟ୍ସରେ ୪୦ ନିୟୁତ ଭାରତୀୟ ଆକ୍ରାନ୍ତ

ଭୁବନେଶ୍ୱର : ଯକୃତ ବା ଲିଭର ହେଉଛି ମଣିଷ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଅମେ ତାହାର ଯତ୍ନ ନେବା ଆବଶ୍ୟକ । ନ ହେଲେ ସେହି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେପାଟାଇଟସ୍ ‘ବି’ର ଶିକାର ହୋଇ ମାରାତ୍ମକ କ୍ୟାନ୍ସରରେ ପରିଣତ ହେବ । ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ଯକୃତ ରୋଗ ନିରାକରଣ