ପିଲାଙ୍କ ଝଗଡାରୁ ଦୁଇ ପରିବାର ମାରପିଟ୍: ୪ ଆହତ
ଭୁବନେଶ୍ୱର: ଡିସିପି ଅଫିସ ପଛପାଶ୍ୱର ଭୋଇନଗରରେ ଛୋଟ ପିଲାଙ୍କ ଝଗଡାରୁ ୨ ପରିବାର ମଧ୍ୟରେ ମାରପିଟ୍ ହୋଇଛି । ବହ୍ଲା ଓ କାଠଫାଳିଆ ମାଡରେ ୨ ପରିବାରର ୪ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ, ଅଲେଖ ପାଗଳ, ତାଙ୍କ ସ୍ତ୍ରୀ ଓ ପୁତୁରା ପୂର୍ଣ୍ଣଚନ୍ଦ୍ର ପାଗଳ । ଅନ୍ୟ ପରିବାରର ସୀମାଂଚଳ!-->…