ରେକର୍ଡ ପାର କଲା ଭାରତ
ନୂଆଦିଲ୍ଲୀ- ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି । ପ୍ରତ୍ୟେକ ଦିନ ୫୦ ହଜାର ଅତିକ୍ରମ କରୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୫୫,୦୭୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩୮୮୭୦ରେ ପଂହଚିଛି ବୋଲି!-->…