ବଦଳିଲେ ୫ ବରିଷ୍ଠ ଆଇଏଏସ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ୫ଜଣ ବରିଷ୍ଠ ଆଇଏଏସ ଅଫିସରକୁ ବଦଳି କରିଛନ୍ତି । ଖଣି ଓ ଇସ୍ପାତ ବିଭାଗରେ ଅତିରିକ୍ତ ମୁଖ୍ୟ ସଚିବ ଥିବା ରାଜକୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର (ଏପିସି) ଭାବେ ଅବସ୍ଥାପିତ କରିଛନ୍ତି । ସେହିପରି ଶ୍ରମ ଓ ଇସଆଇ ବିଭାଗର ପ୍ରମୁଖ ସଚିବ ଅନୁ

୯ଲକ୍ଷ ଅତିକ୍ରମ କଲା କୋଭିଡ-୧୯ ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ଆରୋଗ୍ୟଙ୍କ ସଂଖ୍ୟା ୯ଲକ୍ଷକୁ ଅତିକ୍ରମ କରିଛି । ତେବେ ଗତ ୨୪ ଘଂଟା ମଧ୍ୟରେ ୩୧ ହଜାର ୯୯୧ଜଣ କରୋନା ଆରୋଗ୍ୟ ଲାଭ କରିବା ସହ ଦେଶରେ କୋଭିଡ୍-୧୯ ରୁ ଆରୋଗ୍ୟ ସଂଖ୍ୟା ଏବେ ୯ଲକ୍ଷ ୧୭ହଜାର ୫୬୮ରେ ପହଂଚିଛି । ଫଳରେ କୋଭିଡ୍ ମୃତ୍ୟୁ ହାର ୨.୨୮ପ୍ରତିଶତ ହ୍ରାସ

ହିମାଚଳରେ ଭୂକମ୍ପ ଝଟକା: ତୀବ୍ରତା ୩.୧

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଚମ୍ବାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୧ ରହିଛି । ନ୍ୟାସନାଲ ସେଂଟର ସିସ୍ମୋଲଜିରୁ ପ୍ରାପ୍ତ ସୂଚନା ମୁତାବକ ଭୂକମ୍ପର ଝଟକା ଦ୍ୱିପହର ୧.୪୧ ମିନିଟରେ ହେବାର ଅନୁମାନ କରାଯାଇଥିଲା । କୁହାଯାଉଛି କି,

ହାଇୱା ଧକ୍କାରେ ମହିଳା ମୃତ

ଲାଞ୍ଜିଗଡ଼ : ଲାଞ୍ଜିଗଡ ବ୍ଲକରେ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ଆଜି ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା ଅଞ୍ଚଳରେ ଚର୍ଚ୍ଚାର ପରିସରକୁ ଆସିଛି। ସୂଚନା ଅନୁସାରେ, ବିଶ୍ୱନାଥପୁର ସ୍ଥିତ ଜ୍ୟୋତି ପୋଡୱାଲ ଓ ତାଙ୍କ ବଡ ଭଉଣୀ ନମିତା ଜୈନ(୪୨) ଆମ୍ବାଦୋଳାରୁ ଘର ବିଶ୍ୱନାଥପୁର

ମର୍ମର୍ନ୍ତୁଦ ସଡକ ଦୁର୍ଘଟଣା: ୮ ମୃତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ଛତ୍ରପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଯାଇଥିବାର ସୂଚନା ମିଳିଛି । ଏହି ଦୁର୍ଘଟଣା ଛତ୍ରପୁର ଜିଲ୍ଲାର ଚନ୍ଦ୍ରନଗର ସ୍ଥିତ ପାନ୍ନା ରୋଡ୍ ନିକଟରେ ହୋଇଛି । ଏଯାଏ ମୃତକଙ୍କ ପରିଚୟ ମିଳିନାହିଁ । ମୃତକଙ୍କ

ଶ୍ରେଷ୍ଟ ୩ ରାଜ୍ୟରେ ଓଡିଶା

ଭୁବନେଶ୍ୱର: ମହାମାରୀ କରୋନା ପରିଚାଳନାରେ ଓଡିଶା ମଡେଲ ରାଜ୍ୟ ଭାବେ ପରିଗଣିତ ହୋଇଛି । ତତସହିତ ତଥ୍ୟ ପରିଚାଳନାରେ ମଧ୍ୟ ବେଶ୍ ଆଗରେ ରହିଥିବା ଆନ୍ତର୍ଜାତିକସ୍ତରର ଅନୁଧ୍ୟାନରୁ ଜଣାପଡିଛି । ସ୍ୱଛତାର ସହ ତଥ୍ୟ ସଂଗ୍ରହ , ତଥ୍ୟ ପ୍ରଦାନ, ବିଶ୍ଲେଷଣ ସହ ନାଗରିକଙ୍କ ବ୍ୟକ୍ତିଗତ

ଭୁବନେଶ୍ୱରରେ ଆଉ ୧୫୯ କରୋନା ପଜେଟିଭ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଉ ୧୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଂଟାଇନରୁ ୧୧୮ ଜଣ ହୋଇଥିବା ବେଳେ ୪୧ଜଣ ଲୋକାଲ କେସ୍ ବୋଲି ଜଣାପଡିଛି । ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ସର୍ବାଧିକ ୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

କରୋନା ଡର; ରୋଗୀଙ୍କୁ ନେଲାନି ଆମ୍ବୁଲାନ୍ସ, ଚାଲିଗଲା ଜୀବନ

ବ୍ରହ୍ମପୁର: ବ୍ରହ୍ମପୁର ପ୍ରହଲାଦ ନଗରରେ ସୋମବାର ଅମାନବୀୟ ଘଟଣା ଘଟିଛି।  ମାନବିକତା ମରିଯାଇଥିବା ଚିତ୍ର ଦେଖିବାକୁ ମିଳିଛି। ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ, ହେଲେ ଆମ୍ବୁଲାନ୍ସ ଘର ନିକଟକୁ ଆସି କରୋନା ଡରରେ ରୋଗୀଙ୍କୁ ନ ନେଇ ଫେରିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ

ବିଜେଡି ନେତା ତାପସ ମହାନ୍ତିଙ୍କ ଦାଦାଗିରି

କଟକ: ସାମାନ୍ୟ ଡ୍ରେନ୍ ଚାମ୍ବରକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ମାଡ ମାରିଛନ୍ତି ବିଜେଡି ନେତା । ନେତା ଜଣଙ୍କ ହେଉଛନ୍ତି ବିଜେଡି ସାଧାରଣ ସମ୍ପାଦକ ତାପସ ମହାନ୍ତି । କଟକ ଜଗତପୁର ଥାନା ଅନ୍ତର୍ଗତ ପଣ୍ଡା ସାହିର ଲକ୍ଷ୍ମୀଧର ପଣ୍ଡା ଏବଂ ତାଙ୍କ ପରିବାରକୁ ତାପସ ନିସ୍ତୁକ ମାଡ

ଆଇସିସି ସଭାପତି ହେବା ପାଇଁ ଗାଙ୍ଗୁଲି ଯୋଗ୍ୟ: ସାଙ୍ଗାକାରା

କଲମ୍ବୋ : ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଆନ୍ତର୍ଜାତିକ କ୍ରିକେଟ୍‍ ପରିଷଦ (ଆଇସିସି)ର ସଭାପତି ହେବା ପାଇଁ ଯୋଗ୍ୟ। ଏଥିପାଇଁ ଗାଙ୍ଗୁଲିଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର କୁମାର