ଓଡିଶାରେ ପ୍ରଥମ ଥର ପାଇଁ କୋଭାସ୍କିନର ପରୀକ୍ଷଣ
ଭୁବନେଶ୍ୱର: ଓଡିଶାରେ ପ୍ରଥମ ଥର ପାଇଁ ସମ୍ ହସ୍ପିଟାଲରେ କୋଭାସ୍କିନର ମାନବୀୟ ପରୀକ୍ଷଣ ଆରମ୍ଭ ହୋଇଛି । ହ୍ୟୁମାନ ଟ୍ରାଏଲରେ ଅନେକ ସ୍ୱେଛାସେବୀ ଅଶଂଗ୍ରହଣ କରିଥିଲେ । ସେଥିମଧ୍ୟରୁ ବିଜନେସ୍ ମ୍ୟାନ ଗିିରିଜା ପଟ୍ଟନାୟକ ପ୍ରଥମ ବ୍ୟକ୍ତି ଯାହାଙ୍କ ଠାରେ କୋଭାସ୍କିନର ପ୍ରଥମ ମାନବୀୟ!-->…