ଆଲବମ କୁଇନ୍ ଦୀପା ସାହୁଙ୍କ ବିୟୋଗରେ ଶୋକ
ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ଝିଅ ତଥା ଆଲବମ କୁଇନ୍ ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ଦୀପା ସାହୁଙ୍କ ବିୟୋଗରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଗଭୀର ଶୋକ ପ୍ରକଟ କରିଛନ୍ତି । ସେ ପ୍ରାୟ ଏକବର୍ଷ ହେବ କର୍କଟ ରୋଗରେ ଆକ୍ରନ୍ତ ଥିଲେ । ଦୁଇ-ତିନି ମାସ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଧୀରେ!-->…