ଦି’ପଦ ଦୁଃଖର ଦାବିନାମା
ବିଶ୍ରାମରେ ସୁଖକି ଆଶ୍ରମରେ ଶାନ୍ତି ଅଛିକି ନାହିଁ, କେବେ ଖୋଜିନି – ଜାଣିନି । ଆଶ୍ରମ ଆଉ ବିଶ୍ରାମ – ଏ ଦୁଇଟି ଭିତରୁ ସୁଖ ଶାନ୍ତିର ଠିକଣା ନଖୋଜିମୁଁ ବରଂ ଦୁଃଖ ସହିତ ଦୁଇପଦ କଥା ହେବି କେଉଁଠି । ସେ ଦୁଃଖ – କେତେ ମଣିଷର, କେତେ ଦିଗକୁ ଅନାଇ ରହିଥିବା ଅନେକ ଆଖିର, ହଜାରେ ହୃଦୟର,!-->…