ଭାରତରେ ପଂହଚିବ ୫ ରାଫେଲ ଫାଇଟର

ନୂଆଦିଲ୍ଲୀ- ଆଜି ଭାରତରେ ପଂହଚିବ ୫ ରାଫେଲ ଜେଟ । ଫ୍ରାନ୍ସରୁ ଉଡାଣ କରିଥିବା ଏହି ଜେଟ ହରିଆଣାର ଅମ୍ବାଲା ଏୟାରବେସରେ ପହଂଚିବ । ୧୨ ଯୋଦ୍ଧା ପାଇଲଟ ଏହାକୁ ଭାରତ ଆଣୁଛନ୍ତି । ରାସ୍ତାରେ ଆବୁଧାବିରେ କିଛି ସମୟ ରହଣି ପରେ ପୁଣି ଉଡାଣ ଆରମ୍ଭ କରିଛନ୍ତି । ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ…

ରାମ ମନ୍ଦିର ନିର୍ମାଣ ପାଇଁ ଲିଙ୍ଗରାଜ ମନ୍ଦିର ପରସରରୁ ଗଲା ମାଟି ଓ ପବିତ୍ର ଜଳ

ଭୁବନେଶ୍ୱର- ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଜୋରସୋର ଚାଳିଛି । ନିର୍ମାଣ କାର୍ଯ୍ୟ ପାଇଁ ଭାରତର ପ୍ରମୁଖ ତୀର୍ଥ ସ୍ଥଳରୁ ପବିତ୍ର ମାଟି ଏବଂ ତୀର୍ଥ ଜଳ ସଂଗ୍ରହ କରାଯାଉଛି । ବୁଧାବର ବିଶ୍ୱ…

କରୋନା ବଦଳାଇଲା ବିବାହ ବେଦୀ : ହ୍ୱାଟ୍ସ ଆପ୍‌ରେ ‘ନିକାହ’

ଝାରସୁଗୁଡ଼ା : କରୋନା ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ୍‌। ପିଲାଙ୍କ ଶିକ୍ଷାଦାନଠୁ ଆରମ୍ଭ କରି, ରାଜନୈତିକ ରାଲି, ମନ୍ତ୍ରୀ ପରିଷଦ ବୈଠକ, ସ୍ଥିତି ସମୀକ୍ଷା ସବୁ କିଛି ଭର୍ଚୁଆଲ ମାଧ୍ୟମରେ ଚାଲିଛି। ଅନଲାଇନରେ ପାଲଟିଛି ପ୍ରମୁଖ ପ୍ଲାଟ୍‌ଫର୍ମ (ମଞ୍ଚ)। ସବୁଠୁ ବଡ଼ କଥା ହେଲା, ବିବାହ ଭଳି…

ଦେଶରେ ଦିନକରେ ୪୮, ୫୧୩ ନୂଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ- ଦେଶରେ ଗତ ୨୪ ଘଂଟାରେ ନୂଆ ୪୮,୫୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୫୩୧,୬୬୯କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏଯାବତ୍ ଦେଶରେ…

ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛି ଆଇଏସ୍‍ଆଇ

ନୂଆଦିଲ୍ଲୀ : ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ (ଆଇଏସଆଇ) ଅଯୋଧ୍ୟାର ରାମ ଜନ୍ମଭୂମିରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛି। ଅଗଷ୍ଟ ୧୫ ତାରିଖରେ ଏହି ଆକ୍ରମଣ କରିବା ଲାଗି ଆଇଏସଆଇ ଯୋଜନା କରିଥିବା ଭାରତର ଗୁଇନ୍ଦା ଏଜେନ୍ସି ର’ ପକ୍ଷରୁ ସୂତର୍କ…

ଅଗଷ୍ଟରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର : ଅଗଷ୍ଟ ମାସରେ ୧୦ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ। ମାସର ପ୍ରଥମ ଦିବସ ଅଗଷ୍ଟ ପହିଲା (ଶନିବାର)ରେ ଇଦ୍‌-ଉଲ୍‌-ଜୁହା ଲାଗି ବ୍ୟାଙ୍କ ଛୁଟି। ଏହାର ପରଦିନ ୨ ତାରିଖ ରବିବାର ପଡୁଥିବା ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ। ଅଗଷ୍ଟ ୮ ମାସର ଦ୍ବିତୀୟ ଶନିବାର ଏବଂ ୯ ରବିବାର ପାଇଁ…

ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ

ଜୁଲାଇ ୨୯ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ଏହାକୁ ଇଂରାଜୀରେ ‘ଗ୍ଲୋବାଲ ଟାଇଗର ଡେ' ମଧ୍ୟ କୁହାଯାଏ । ୨୦୧୦ରେ ସେନ୍ଟ ପିଟ୍ସବର୍ଗରେ ଅନୁଷ୍ଠିତ ‘ ବ୍ୟାଘ୍ର ଶୀର୍ଷକ ସମ୍ମିଳନୀ’ ରେ ଏହି ଦିବସ ପାଳନ ପାଇଁ ନିଷ୍ପତି ନିଆଯାଇଥିଲା । ବ୍ୟାଘ୍ର ସଂରକ୍ଷଣ ବାବଦରେ ଜନସଚେତନତା ସୃଷ୍ଟି…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ଯେଉଁ ହାରରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜି ପୁଣି କରୋନାରେ ୫ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ଘର ବାଲେଶ୍ୱର, ଗଞ୍ଜାମ, କନ୍ଧମାଳ,…

ପ୍ରକାଶ ପାଇଲା ଚଳିତ ବର୍ଷ ମ୍ୟାଟ୍ରିକ ରେଜଲ୍ଟ

ଭୁବନେଶ୍ୱର- ଚଳିତ ବର୍ଷ ଲକଡାଉନ ସଟଡାଉନ ସତ୍ୱେ ପ୍ରକାଶ ପାଇଲା ମ୍ୟାଟି୍ରକ ରେଜଲ୍ଟ । ବୋର୍ଡ ପକ୍ଷରୁ ଭିଡିଓ ରିଲିଜ ଜରିଆରେ ପରୀକ୍ଷା ଫଳ ପ୍ରକାଶ ପାଇଛିା ଚଳିତ ବର୍ଷ ପାସ୍ ହାର ୭୮.୭୬% ରହିଛି ପୁଅଙ୍କୁ ପଛରେ ପକାଇଲେ ଝିଅ । ଝିଅଙ୍କ ପାସ୍ ହାର ୮୧.୯୮% ରହିଥିବା ବେଳ ପୁଅଙ୍କ…