କେନାଲରେ ବୁଡ଼ି ୨ଯୁବକ ମୃତ
ଅନୁଗୁଳ: କେନାଲରେ ବୁଡି ଦୁଇ ଯୁବକଙ୍କ ମୃତୁ୍ୟ ଘଟିଛି । ଅନୁଗୁଳ ଜିଲ୍ଲା ହେମସୁର ପଡା ନିକଟସ୍ଥ କେନାଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମୃତ ଯୁବକ ଦୁଇଜଣ ହେଲେ ବୁନ୍ଦାବନ ସେଠି ଓ ତାଙ୍କ ସାଙ୍ଗ ବାବୁ ମହାନ୍ତି । ସୂଚନା ଅନୁସାରେ , ବୁନ୍ଦାବନ ଓ ବାବୁ ଏକାଠି ଉକ୍ତ କେନାଲକୁ!-->…