ସଚିବାଳୟ କର୍ମଚାରୀଙ୍କ କରୋନା ଟେଷ୍ଟ
ଭୁବନେଶ୍ୱର- ଓଡିଶା ସଚିବାଳୟ କର୍ମଚାରୀଙ୍କ ହେବ କୋଭିଡି ଟେଷ୍ଟ । ଯେଉଁ କର୍ମଚାରୀ କରୋନା ଲକ୍ଷଣ ଅନୁଭବ କରୁଛନ୍ତି ସେମାନେ ନିଜର ସ୍ୱାବ କ୍ୟାପିଟାଲ ହସ୍ପିଟାଲରେ ଦେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ସଚିବାଳୟ କର୍ମଚାରୀ ସଂଘକୁ ଚିଠି ଦେଇଛି । କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି!-->…