ଦେଶରେ ଗୋଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡପାର

ନୂଆଦିଲ୍ଲୀ- ଦେଶରେ ପ୍ରଥମ ଥର ପାାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ୫୦ ହଜାର ସୀମାରେଖା ପାର କରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି । ଗତ ୨୪ ଘଂଟାରେ ୫୨, ୧୨୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ କରୋନା…

ରାମ ମନ୍ଦିର ନିର୍ମାଣ ହେଲେ ଅଯୋଧ୍ୟା ଫେରିବି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣ ପାଇଁ ଭୁମି ପୂଜା କରିବାକୁ ଯାଉଛନ୍ତି । ସବୁଠାରୁ ବଡ କଥା ହେଲା ଯେ , ଆଜକୁ ଠିକ୍ ୨୯ ବର୍ଷ ପୂର୍ବେ ସେ ଦେଇଥିବା ପ୍ରତିଶୃତି ରକ୍ଷା କରିଛନ୍ତି । ୧୯୯୧ ମସିହା ରାମ ମନ୍ଦିର ଆନେ୍ଦାଳନ…

ବ୍ରିଟେନରୁ ପ୍ରତ୍ୟାବର୍ତନ ହେବ ଭାରତର ଶିବ ମୂର୍ତି

ନୂଆଦିଲ୍ଲୀ: ରାଜସ୍ଥାନ ଏକ ମନ୍ଦିରରୁ ଚୋରି ହୋଇଥିବା ବହୁ ପ୍ରାଚୀନ ଓ ମୂଲ୍ୟବାନ ଶିବ ମୂର୍ତି ବ୍ରିଟେନରୁ ପ୍ରତ୍ୟାବର୍ତନ ହେବ । ୪ ଫୁଟ ଉଚ୍ଚତାର ଏହି ମୂର୍ତି ୯ମ ଶତାଦ୍ଧୀରେ ନିର୍ମାଣ ହୋଇଥିଲା । ୧୯୯୮ ମସିହାରେ ରାଜସ୍ଥାନର ବାରୋଲିର ଗଟେଶ୍ୱର ଶିବ ମନ୍ଦିରରୁ ଏହି ମୂର୍ତି ଚୋରି ହୋଇଥିଲା…

ଆଦିତ୍ୟ ଦାସଙ୍କ ମୃତ୍ୟୁ ତଦନ୍ତ କରିବ କ୍ରାଇମବ୍ରାଂଚ

ଭୁବନେଶ୍ୱର-ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ତଦନ୍ତ କରିବ କ୍ରାଇମବ୍ରାଂଚ । ପୋଲିସ ଡିଜି ଅଭୟ ଗୁରୁବାର ଏହି ସୂଚନା ଦେଇଛନ୍ତି । ବର୍ତମାନ ଭୁବନେଶ୍ୱର ରେଳବାଇ ପୋଲିସ ଏହି ମାମଲାର ତଦନ୍ତ କରୁଛି । ଗତ ଜୁଲାଇ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ ରେଳ ଧାରଣାରୁ ଆଦିତ୍ୟ ଦାସଙ୍କ ମୃତ୍ୟୁ…

ପେପର୍ ବ୍ୟାକ୍ ବୁକ୍ ଦିବସ

ପ୍ରତିବର୍ଷ ଜୁଲାଇ ୩୦ରେ ‘ପେପର୍ ବ୍ୟାକ୍ ବୁକ୍ ଦିବସ’ ପାଳନ କରାଯାଏ । ପେପର ବ୍ୟାକ୍ ର ସରଳ ଅର୍ଥ ହେଉଛି ଯାହାର ପ୍ରଚ୍ଛଦ ପତଳା ହୋଇଥାଏ । ଏଭଳି ବହି ସାଧାରଣତଃ ଅଠା ଦ୍ୱାରା ବନେ୍ଧଇ କରାଯାଏ । ଏହାର ବନେ୍ଧଇରେ ସୂତା ବ୍ୟବହୃତ ହୁଏ ନାହିଁ । ମୋଟା ପଟି ବନେ୍ଧଇ ବହି ତୁଳନାରେ ଏହାର…

ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ

ନୂଆଦିଲ୍ଲୀ- ଅଯୋଧ୍ୟାରେ ମସଜିଦ୍ ନିର୍ମାଣ ପାଇଁ ଗୁରୁବାର ସୁନ୍ନି ୱାକଫ ବୋର୍ଡ ପକ୍ଷରୁ ଟ୍ରଷ୍ଟ ଗଠନ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ସରକାର ଅଯୋଧ୍ୟାରେ ସୁନ୍ନି ୱକଫ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ଦେଇଥିଲେ । ମସଜିଦ ନିର୍ମାଣ କେମିତି ହେବ ଓ ଏହାର ଢାଚାଂ…

ଅନଲକ-୩ର ନୂଆ ଗାଇଡଲାଇନ

ଭୁବନେଶ୍ୱର- ଅଗଷ୍ଟ୧ରୁ ଆରମ୍ଭ ହେବକୁ ଯାଇଛି ଅନଲକ-୩ । ଏଥିପାଇଁ କେନ୍ଦ୍ର ସରକାରଙ୍କପକ୍ଷରୁ ବିଭିନ୍ନ ଗାଇଡଲାଇନ ଜାରି କରାଯାଇଛି । ୧- ପୂର୍ବରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କରାଯାଇଥିବା ରାତ୍ରକାଳୀନ କର୍ଫୁ୍ୟକୂ ଅନଲକ-୩ରେ ସଂପୂର୍ଣ୍ଣ ଭାବେ ଉଠାଇ ଦିଆଯିବ । ୨- ସାଧାରଣ…

ଅଗଷ୍ଟ ୧୪ରୁ ରାଜସ୍ଥାନ ବିଧାନସଭା

ଜୟପୁର- ଶେଷରେ ଗେହଲଟ ସରକାରଙ୍କ ପ୍ରସ୍ତାବକ ମିଳିଲା ମଞ୍ଜୁରୀ । ଅଗଷ୍ଟ ୧୪ରୁ ଆରମ୍ଭ ହେବ ରାଜସ୍ଥାନ ବିଧାନସଭା । ବିଧାନସଭା ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରସ୍ତାବକୁ ରାଜ୍ୟପାଳ କଲାରାଜ ମିଶ୍ର ୩ ଥର ଖାରଜପରେ ଚତୁର୍ଥ ଥର ସମ୍ମତି ପ୍ରକାଶ କରିଛନ୍ତି । ଏତଦ୍…

ରାଜ୍ୟରେ ୩୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ଦ୍ରୁତଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ପାର କରୁଛି । ଆଜି ପୁଣି ୧୨୦୩ ନୂଆ କରୋନା ପଜିଟଭି ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୭୫୮ ସଙ୍ଗରୋଧ କେନ୍ଦ୍ରର ଓ ୪୪୫ ସ୍ଥାନୀୟ ସଂକ୍ରମିତ…