ସୋନୁ ସୁଦଙ୍କ ଉପହାର : ନିଜ ଜନ୍ମଦିନରେ ପ୍ରବାସୀଙ୍କୁ ଭେଟିଦେଲେ ରୋଜଗାର
ମୁମ୍ବଇ: କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ଅଭିନେତା ସୋନୁ ସୁଦ୍ ସମାଜର ସବୁ ବର୍ଗର ଅସହାୟମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି। କାହାକୁ ଚାଷ କରିବାକୁ ଟ୍ରାକ୍ଟର ଦେଉଛନ୍ତି ତ ଅନ୍ୟ କେଉଁଠି ଚାକିରି ହରାଇଥିବା ଯୁବପିଢ଼ିଙ୍କୁ ଚାକିରି ଦେଉଛନ୍ତି।!-->…