ଚମ୍ପୁଆ ବ୍ଲକର ବିଭିନ୍ନ ସ୍କୁଲର ମାଟ୍ରିକ ପରୀକ୍ଷା ଫଳ

ଚମ୍ପୁଆ: ଚଳିତ ୨୦୨୦ ବର୍ଷର ମାଟ୍ରୀକ ପରିକ୍ଷା ଫଳ ପ୍ରକାଶ ପାଇଛି । ଚମ୍ପୁଆ ଏନଏସି ସମେତ ବ୍ଲକର ବିଭିନ୍ନ ବିଦ୍ୟାର ପରିକ୍ଷା ଫଳ ସନ୍ତୋଷ ଜନକ ରହିଥିବା ଜଣାପଡିଛି ।ଚମ୍ପୁଆ ଏନଏସି ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ମୋଟ ୧୧୯ ଜଣ ପରିକ୍ଷା ଦେଇଥିବା ବେଳେ ୧୧୮ ଜଣ ସଫଳତାର ସହ…

ପୂର୍ବତଟ ରେଳଥର ଟ୍ରେନରେ ବାୟୋାଟଏଲେଟ

ଭୁବନେଶ୍ୱର-ପୂର୍ବତଟ ରେଳଥର ସମସ୍ତ ଟ୍ରେନରେ ବାୟୋଟଏଲେଟ ସ୍ଥାନ କରାଯାଇଛି । ଯାତ୍ରୀଙ୍କୁ ସ୍ୱଛ ଓ ପରିବେଶ ଅନୁକୁଳ ଯାତ୍ରା ଯୋଗାଇଦେବା ଓ ସ୍ୱଛ ରେଳ, ସ୍ୱଛ ଭାରତ ଅଭିଯାନରେ ଦେଇଥିବା ପ୍ରତିଶ୍ରୁତିକୁ ପୁରଣ କରିବା ପାଇଁ ୂପୂର୍ବତଟ ରେଳଥ ଏକ ଅଭିନବ ପ୍ରୟାସ । ଏହି ବାୟୋଟଏଲେଟ ଗୁଡିକ…

ତାମିଲନାଡୁରେ ଲକଡାଉନ ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି

ଚେନ୍ନାଇ- କରୋନା ସଂକ୍ରମଣ ଦିନକୁ ଦିନ ଅଣାୟତ ହେବାରୁ ତାମିଲନାଡୁ ସରକାର ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ତେବେ ରବିବାର ସଂପୂର୍ଣ୍ଣ ରୂପେ ଲକଡାଉନ ପାଳନ କରାଯିବ । ମାତ୍ର ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ତାମିଲନାଡୁରେ କରୋନା…

ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ମଞ୍ଜୁରୀ

ଭୁବନେଶ୍ୱର: କରୋନାରେ ଗଞ୍ଜାମର ‘ସମାଜ’ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ ଏବଂ ଗଜପତିର ‘ନ୍ୟୁଜ ଟୁଡେ’ ପ୍ରତିନିଧି କେ.ସିଏଚ୍ ରତ୍ନମଙ୍କ ଦେହାନ୍ତ ହୋଇଥିଲା । ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ଗଣମାଧ୍ୟମ…

ଅଡୁଆରେ ଉପଜିଲ୍ଲାପାଳ

ଉଦଳା: ମୋଟରଯାନ ଆଇନ ଉଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରାଯାଉଛି । ମାତ୍ର ମୋଟରଯାନ ଆଇନକୁ ଖୋଲାଖୋଲି ଉଲଂଘନ କରି ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ଉପଜିଲ୍ଲାପାଳ । କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ କାର୍ଯ୍ୟାଳୟରେ ତାଙ୍କ ଯିବାଆସିବା ନିମନ୍ତେ ଏକ…

ପିଏଲଏ ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ ବାହିନୀର ୩ ଯବାନ ନିହତ

ନୂଆଦିଲ୍ଲୀ- ମଣିପୁରର ବିଛିନ୍ନତା ବାଦୀ ଆତଙ୍କବାଦୀ ସଙ୍ଗଠନ ପିପୁଲସ ଲିବରେସନ ଆମଆକ୍ରମଣରେ ଆସମ ରାଇଫଲ ବାହିନୀର ୩ ଯବାନ ନିହତ ହୋଇଛନ୍ତି । ମଣିପୁର ରାଜଧାନୀ ଇମ୍ଫାଲ ଠାରୁ ୧୦୦ କିଲୋମିଟର ଦୂର ଚାନେ୍ଦଲ ଜିଲ୍ଲା ଅନ୍ତର୍ଗତ ମିଆଁମାର ସୀମା ସଂଲଗ୍ନ ଇଲାକାରେ ଏହି ଅଘଟଣ ହୋଇଛି ।…

୩ କଂଗ୍ରେସ ବିଧାୟକ ଗଲେ ଦିଲ୍ଲୀ

ରାଂଚୀ: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱରେ ପରିଚାଳିତ ମେଂଟ ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ କଂଗ୍ରେସର ୩ଜଣ ବିଧାୟକ କେନ୍ଦ୍ରୀୟ ନେତାଙ୍କ ନିକଟରେ ଅଭିଯୋଗ କରିବା ପାଇଁ ଦିଲ୍ଲୀ ପହଁଚିଛନ୍ତି । ଏହି ତିନି ଜଣ ବିଧାୟକ ହେଲେ ଇରଫାନ ଅନସାରୀ, ଉମାଶଙ୍କର ଅକେଲା ଓ…

ଦିଲ୍ଲୀରେ କମିବ ଡିଜେଲ ଦର

ନୂଆଦିଲ୍ଲୀ-ଦିଲ୍ଲୀରେ ଡିଜେଲ ଦର ହ୍ରାସ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଡିଜେଲ ଉପରେ ଲାଗୁ ହୋଇଥିବା ୩୦ ପ୍ରତିଶତ ଭାଟକୁ ୧୬.୭୫%କୁ ହ୍ରାସ କରାଯିବ ବୋଲି ନିଷ୍ପତି ହୋଇଛି…

ଭିଟାମିନ୍ ଡି’କମ୍ ଥିଲେ ହେବ କରୋନା

ଜେରୁଜେଲମ: ଇସ୍ରାଏଲର କିଛି ଗବେଷକ ଦାବି କରିଛନ୍ତି ଯେ ଦେହରେ ଭିଟାମିନ୍ ଡି କମ୍ ଥିଲେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି । ସେମାନଙ୍କ ଅନୁସାରେ, ସୂର୍ଯ୍ୟାଲୋକ ଯୋଗୁ ମଣିଷ ଦେହର ଚର୍ମରେ ଭିଟାମିନ୍ ଡି ପ୍ରସ୍ତୁତି ହୋଇଥାଏ । କିନ୍ତୁ ଏହି ଭିଟାମିନ୍ ଦେହରେ…

ବାହୁବଳୀ ନିର୍ଦେଶକ ରାଜମୈାଲୀଙ୍କ ପରିବାର କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଲୋକପ୍ରିୟ ଚଳଚିତ୍ର ‘ବାହୁବଳୀ’ର ନିର୍ଦେଶକ ଏସଏମସ ରାଜମୈାଲୀଙ୍କ ପୂରା ପରିବାର କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏସଏସ ରାଜମୈାଲୀ ନିଜେ ଟୁଇଟ କରି ଏହି ବିଷୟରେ ନିଜ ପ୍ରଶଂସକମାନଙ୍କୁ ସ୍ପଷ୍ଟ କରିଛନ୍ତି । କିଛି ଦିନ ତଳେ ଅମିତାଭ ବଚ୍ଚନଙ୍କ ପୂରା ପରିବାର ମଧ୍ୟ କରୋନା…