ଆଳୁଗଦିରୁ ୨୦ ପଜେଟିଭ
ଭୁବନେଶ୍ୱର: ଆଇଗଣିଆସ୍ଥିତ ଆଳୁ ଗଦି ଏବେ ରାଜଧାନୀ ପାଇଁ ଚିନ୍ତାର ବଷୟ ହେବାକୁ ଯାଉଛି । ରାଜଧାନୀ ସମେତ ଆଖପାଖ ଜିଲ୍ଲାକୁ ଏଠାରୁ ଆଳୁ, ପିଆଜ ଏବଂ ବିଭିନ୍ନ କଂଚା ପରିବା ଯୋଗାଣ ହେଉଥିବା ବେଳେ ଏଠାରୁ ୩୦ରୁ ଅଧିକ ଆକ୍ରାନ୍ତ ବାହାରିଲେଣି । ଗୋଟିଏ ଦିନରେ ୨୦ ଜଣ ଆକ୍ରାନ୍ତ ବାହାରିବା ପରେ!-->…