ଉଠା ଜଳସେଚନ ନିର୍ମାଣର ୪ବର୍ଷ ପରେ ମଧ୍ୟ ପାଣି ଆସୁନିି
ଚମ୍ପୁଆ: କୃଷି ଓ କୃଷକର ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହି ସବୁ ଯୋଜନାର ସୁଫଳ ତୃଣମୁଳ ସ୍ତରରେ ଥିବା ଅଧିକାରଙ୍କ ଆନ୍ତରିକତା ଅଭାବରୁ କୃଷକମାନଙ୍କ ପାଖରେ ପହଞ୍ଚି ପାରୁ ନାହିଁ । ମୌସୁମୀର!-->…