ଅଗଷ୍ଟରୁ ଖୋଲିପାରେ ସିନେମା ହଲ୍
ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦେଶବ୍ୟାପୀ ଲକଡାଉନ୍ ଚାଲିଥିବାବେଳେ ସିନେମା ହଲ୍ଗୁଡ଼ିକ ୪ମାସ ଧରି ବନ୍ଦ ପଡ଼ିଛି। ଫଳରେ ଅନେକ ବଡ଼ ବଡ଼ ଫିଲ୍ମ ଅନ୍ଲାଇନରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେଉଛି। ଏପରି ସ୍ଥିତିରେ ସିନେମା ହଲ୍ ଖୋଲି ପରିବାର ଚଳାଉଥିବା ବ୍ୟବସାୟୀମାନେ ଆର୍ଥିକ!-->…