ସରକାରୀ ଜମିକୁ କେନ୍ଦ୍ର କରି ତୁମୁଳକାଣ୍ଡ: ଜଣେ ମୃତ

ଆଠଗଡ: ସରକାରୀ ଜମିକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ଧୂରୁଷିଆ ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ଗୟାଧର । ଖବର ପାଇ ଖୁଂଟୁଣୀ ଥାନା ପୋଲିସ ଘଟଣା ସ୍ଥଳରେ

ହତ୍ୟାକାଣ୍ଡକୁ ନେଇ ଗ୍ରାମ ବୈଠକରେ ଉତେଜନା

ଯାଜପୁର: ଯାଜପୁର ଥାନା ତଥା ଦଶରଥପୁର ବ୍ଲକ୍ ଅକରପଡ଼ା ପଂଚାୟତ ଭେଲଙ୍ଗ ଗ୍ରାମର ମଧୂସୂଦନ ମଲ୍ଳିକଙ୍କ ପୁଅ ଟୁଟନ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଅପରାଧିର ସଂପର୍କିୀୟଙ୍କ ଧମକ ଚମକକୁ ନେଇ ଗ୍ରାମରେ ଉତେଜନା ପ୍ରକାଶ ପାଇଛି । ସୂଚନା ମୁତାବକ ଟୁଟନ ହତ୍ୟାକାଣ୍ଡ

ଅନୁଗୋଳରେ ପୁଣି ୭ କରୋନା ଆକ୍ରାନ୍ତ

ଅନୁଗୋଳ : ଅ୍ରାଜି ଅନୁଗୋଳ ଜିଲ୍ଲାରୁ ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ବ୍ଳକ ଅଞ୍ଚଳରୁ ୨ଜଣ, ଅନୁଗୋଳ ପୌରାଞ୍ଚଳ, ବଅଁରପାଳ ବ୍ଲକ, ତାଳଚେର ବ୍ଲକ, ଛେଣ୍ଡିପଦା ବ୍ଲକ ଓ କଣିହା ସ୍ଥିତ ଏକ ଶିଳ୍ପାଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ବ୍ଲକ ଅଞ୍ଚଳର ୩୪

ଜାଣନ୍ତୁ ନାଗପଂଚମୀ କଥା

ଶ୍ରାବଣ ମାସର ଶୁକ୍ଳକ୍ଷର ପଂଚମୀ ତିଥୀରେ ନାଗପଂଚମୀ ପର୍ବ ପାଳନ କରାଯାଏ । ସନାତନ ହିନ୍ଦୁ ଧର୍ମରେ ନାଗଙ୍କୁ ବହୁତ ଶୁଭ ଓ ଉଚ୍ଚ ସ୍ଥାନ ରେ ରଖାଯାଇଛି । ଭଗବାନ ଶିବ ତାଙ୍କ ଗଳାରେ ବାସୁକି ନାଗଙ୍କୁ ଧାରଣ କରିଥିବା ବେଳେ ଭଗବାନ ବିଷ୍ଣୁ ଶେଶ୍ ନାଗ ଉପରେ ରହିଛନ୍ତି । ସେହିଭଳି

ବିଜୁ ଛାତ୍ର ଜନତା ଦଳର ୧୭୦ ୟୁନିଟି ରକ୍ତ ସଂଗ୍ରହ

ଭୁବନେଶ୍ୱର: କରୋନା ମହାମାରୀ ସଂକ୍ରମଣ ବଢି ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ରୋଗୀମାନେ ରକ୍ତ ଅଭାବ ନଭୋଗିବା ନିମନ୍ତେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଇ ରକ୍ତ ସଂଗ୍ରହ କାର୍ଯ୍ୟ

ଢେଙ୍କାନାଳ କଲେଜର ସ୍ୱୟଂ ଶାସିତ ମାନ୍ୟତା ବୃଦ୍ଧି

ଢେଙ୍କାନାଳ: ଢେଙ୍କାନାଳ ସରକାରୀ ମହାବିଦ୍ୟାଳୟର ସ୍ୱୟଂ ଶାସିତ ମାନ୍ୟତା ୟୁନିଭର୍ସିଟି ଗ୍ରାଂଟ୍ କମିଶନ (ୟୁଜିସି) ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଥିବାରୁ କେନ୍ଦ୍ର ସରକାର ତଥା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ "ନିଶଙ୍କ' ଓ କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ

ଧାନ ସଂଗ୍ରହ ପାଇଁ ଅନଲାଇନ୍ ପଞିକରଣ ପ୍ରଶିକ୍ଷଣ

ଜଗତସିଂହପୁର: ୨୧ ଖରିଫ୍ ଋତୁ ପାଇଁ କୃଷକ ମାନଙ୍କଠାରୁ ଧାନ ସଂଗ୍ରହ ନିମନ୍ତେ ଆସନ୍ତା ଅଗଷ୍ଟ ୧ ତାରିଖ ଠାରୁ ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ କୃଷକମାନଙ୍କର ଅନଲାଇନ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା ଚାଲିବ । ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦେଶ ଅନୁଯାୟୀ

ଗର୍ଭବତୀ ସ୍ତ୍ରୀକୁ ହାତୁଡିରେ ପିଟି ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରରେ ଏୟାରପୋଟ୍ ଥାନା ଅର୍ନ୍ତଗତ କାରଗିଲ ବସ୍ତିରେ ଗତ ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି । ଗର୍ଭବତୀ ପତ୍ନୀକୁ ହାତୁଡିରେ ମୁଣ୍ଡ ଓ ମୁହଁକୁ ପିଟି ପିଟି ସ୍ୱାମୀ ଅତି ନିର୍ମମ ଭାବେ ହତ୍ୟା କରିଛି । ଏପରିକି ମଧ୍ୟ ମୃତ ପତ୍ନୀର ହାତଗୋଡ ମଧ୍ୟ ଖଣ୍ଡ ଖଣ୍ଡ

ଟଙ୍କା ଆଦାୟ କରିବା ପଡିଲା ମହଙ୍ଗା

ଖୋର୍ଦ୍ଧା: ଖୋର୍ଦ୍ଧା ଫାଣ୍ଡିର ଜଣେ କନେଷ୍ଟବଳ ରାତିଅଧରେ ଟଙ୍କା ଆଦାୟ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଠାରୁ ମାଡ ଖାଇଛନ୍ତି । ଘଟଣା ସ୍ଥଳରେ ପେଟ୍ରୋଲିଂ ଭ୍ୟାନ ଓ ଶିଳ୍ପାଂଚଳ ଫାଣ୍ଡି ଅଧିକାରୀ ପଂହଚି ଉତେଜିତ ଲୋକମାନଙ୍କୁ ବୁଝାଇବା ସହ କନେଷ୍ଟବଳକୁ ଉଦ୍ଧାର କରିଥିଲେ । ସୂଚନା ଅନୁସାରେ

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ଯାଜପୁର: ଦଶରଥପୁର ବ୍ଲକ୍ ତଥା ମଙ୍ଗଳପୁର ଥାନା ଇଜାପୁର ପଂଚାୟତ ଇଜାପୁର ଗ୍ରାମ ବାଲଟି କାରଖାନା ନିକଟସ୍ଥ ଧାନ କ୍ଷେତରେ ଚାଷ କାମ କରୁଥିବା ଇଜାପୁର ଗ୍ରାମର ଶଶିକାନ୍ତ ସାହୁ (୪୦) ବିଲ ହିଡ଼ରେ ଥିବା ୩୩ କେଭି ବିଦ୍ୟୁତ ଖୁଂଟ ସଂଶ୍ପର୍ସରେ ଆସିବାରୁ ଘଟଣା ସ୍ଥଳରେ ଟଳି ପଡ଼ିଥିଲେ ।