ଭାରତରେ ତିଆରି ହେବ IPhone-11 ସ୍ମାର୍ଟଫୋନ୍
ନୂଆଦିଲ୍ଲୀ : ପ୍ରିମିୟମ୍ ସ୍ମାର୍ଟଫୋନ୍ କମ୍ପାନୀ ଆପଲ ଭାରତରେ iPhone 11 ମଡେଲ୍ ମ୍ୟାନୁଫେକ୍ଟରିଂ ଆରମ୍ଭ କରିଦେଇଛି । ଚେନ୍ନାଇ ସ୍ଥିତ Foxconn ପ୍ଲାଂଟରେ ଏହି ମଡେଲ୍ ତିଆରି ଚାଲିଛି । କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋୟଲ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ତେବେ ଭାରତରେ!-->…