କରୋନାକୁ ନେଇ ସଂଘର୍ଷ ବୋମାମାଡ : ୨ ଗୁରୁତର
ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ସଦର ଥାନା ଅନ୍ତର୍ଗତ ନିଶିଭଅଁର ଗାଁରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ବୋମାମାଡ ଫଳରେ ୨ଜଣ ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ନିଶିଭଅଁର ଗାଁରେ ଗତକାଲି ଜଣେ ବ୍ୟକ୍ତି କରୋନା ପଜିଟିଭ!-->…