୧୦ କୋଟି ପରିବାର ନିକଟରେ ପହଁଚିବ ବିଶ୍ୱ ହିନ୍ଦୁ ପରିଷଦ
ଅଯୋଧ୍ୟା: ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦ ସାରା ଦେଶରେ ଜନସଚେତନ ଅଭିଯାନ ଆରମ୍ଭ କରିବ । ଏନେଇ ଭିଏଚପି ଦେଶର ୫ ଲକ୍ଷ ଗାଁର ୧୦ କୋଟି ପରିବାର ନିକଟରେ ପହଁଚିବା ପାଇଁ ଲକ୍ଷ ଧାର୍ଯ୍ୟ କରିଛି । ଯାହା ଦ୍ୱାରା ଭିଏଚପି କାର୍ଯ୍ୟକର୍ତା ମାନେ ପ୍ରତ୍ୟେକ!-->…