‘ଜଙ୍କ୍ ଫୁଡ୍’ ଡେ
ବିଶ୍ୱର କେତେକ ଅଚଂଳରେ ପ୍ରତି ବର୍ଷ ଜୁଲାଇ ୨୧ରେ ‘ଜଙ୍କ୍ ଫୁଡ’ ଦିବସ ପାଳନ କରାଯାଏ । ସାଧାରଣ ଭାବେ ଜଙ୍କ୍ ଫୁଡ୍ ଅର୍ଥ ହେଲା କ୍ୟାଲୋରି ବୁହୁତ ଓ ପୁଷ୍ଟିହୀନ ଖାଦ୍ୟ । ୧୯୫୦ରେ ଆମେରିକାରେ ଏହି ଖାଦ୍ୟ ହଠାତ୍ ଲୋକପ୍ରିୟ ହୋଇଉଠିଥିଲା । କ୍ରମେ ସାରା ବିଶ୍ୱକୁ ବ୍ୟାପିଯାଇଥିଲା । ଅଧିକ!-->…