କରୋନାରେ ତିରୁପତି ମନ୍ଦିର ପୂର୍ବତନ ମୁଖ୍ୟ ପୂଜକଙ୍କ ମୃତ୍ୟୁ

କରୋନାରେ ତିରୁପତି ମନ୍ଦିର ଟ୍ରଷ୍ଟର ୧୪୦ ଜଣ କର୍ମଚାରୀ ସଂକ୍ରମିତ ହେବା ଘଟଣା ଚର୍ଚାରେ ଥିବାବେଳେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଖବର ଆସିଛି । ତିରୁପତି ମନ୍ଦିରର ପୂର୍ବତନ ମୁଖ୍ୟ ପୂଜକ ଶ୍ରୀନିବାସ ଡ଼ିକସିଟୁଲୁ ୭୩ ବର୍ଷ ବୟସରେ କରୋନାରେ ମୃତ୍ୟୁବରଣ କରିଛନ୍ତି । ତାଙ୍କର କରୋନା ପରୀକ୍ଷା

ରଥଯାତ୍ରାରେ ନିୟୋଜିତ ୨ ସେବାୟତଙ୍କ କରୋନା ପଜିଟିଭ

ପୁରୀ- ରଥଯାତ୍ରାରେ ନିୟୋଜିତ ହୋଇଥିବା ୨ ସେବାୟତଙ୍କ ରିପୋର୍ଟ ପଜିିଟିଭ ଆସିଛି । ୨ ସେବାୟତଙ୍କୁ କୋଭିଡ ହସ୍ପିଟାଲରେ ଭିର୍ତି କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ରଥ ଯାତ୍ରାରେ ସଂପୃକ୍ତ ୨୬୩୬ ସେବାୟତଙ୍କ ୩ଥର କରୋନା ପରୀକ୍ଷା କରାଯାଇଥିଲା । ରଥଯାତ୍ରା ପୂର୍ବରୁ ଥରେ,

ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ବିୟାଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକପ୍ରକାଶ

ଭୁବନେଶ୍ୱର- ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜି ଟଣ୍ଡନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶେକ ପ୍ରକାଶ କରିଛନ୍ତି । ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା । ତାଙ୍କୁ ଲକ୍ଷ୍ନୌ ର ମେଦାନ୍ତ ହସ୍ପିଟାଲରେ ଭର୍ତି କରାଯାଇଥିଲା । ମୂତ୍ର ସମସ୍ୟା ଓ

ଶତକ ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର- ଜୁଲାଇ ମାସରେ କରୋନା ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଆଜି ପୁଣି ୬ ଜଣ କରୋନାରେ ଆଖିବୁଜିଛନ୍ତି । ସୋମାନଙ୍କ ମଧ୍ୟରୁ ୫ ପୁରୁଷ ଓ ଜଣେ ମହିଳା ଅଛନ୍ତି । ମୃତ୍ୟୁକଙ୍କ ଘର କେନ୍ଦ୍ରାପଡା, କଟକ, ଗଜପତି, ଜଗତସିଂହପୁର ଜିଲ୍ଲାରେ । ୬ ମୃତକଙ୍କ

ରାଜ୍ୟରେ ନୂଆ ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ନୂଆ ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୬୪୭ ନୂଆ କରୋନା ପଜିଟଭି ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୪୩୧ କ୍ୱାରେନଂଟାଇନ ସେଂଟର ହୋଇଥିବା ବେଳ ୨୧୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ

‘ଜଙ୍କ୍ ଫୁଡ୍’ ଡେ

ବିଶ୍ୱର କେତେକ ଅଚଂଳରେ ପ୍ରତି ବର୍ଷ ଜୁଲାଇ ୨୧ରେ ‘ଜଙ୍କ୍ ଫୁଡ’ ଦିବସ ପାଳନ କରାଯାଏ । ସାଧାରଣ ଭାବେ ଜଙ୍କ୍ ଫୁଡ୍ ଅର୍ଥ ହେଲା କ୍ୟାଲୋରି ବୁହୁତ ଓ ପୁଷ୍ଟିହୀନ ଖାଦ୍ୟ । ୧୯୫୦ରେ ଆମେରିକାରେ ଏହି ଖାଦ୍ୟ ହଠାତ୍ ଲୋକପ୍ରିୟ ହୋଇଉଠିଥିଲା । କ୍ରମେ ସାରା ବିଶ୍ୱକୁ ବ୍ୟାପିଯାଇଥିଲା । ଅଧିକ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ

ଭୁବନେଶ୍ୱର- ବର୍ଷିୟାନ ଅଭିନେତା ବିଜୟ ମହାନ୍ତି ୭୦ ବର୍ଷ ବୟସରେ କେୟାର ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଗତ ମେ ମାସରେ ହୃଦଘାତରେ

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କ ପରଲୋକ

ନୂଆଦିଲ୍ଲୀ- ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କ ୮୫ ବର୍ଷ ବୟସରେ ପରଲୋକ ହୋଇଛି । ଜୁନ୍ ୧୧ ତାରିଖ ଦିନ ଲାଲାଜୀ ନିଶ୍ୱାସପ୍ରଶ୍ୱାସ ନେବାରେ ଅନୁଭବ କରିଥିଲେ । ତାଙ୍କୁ ଲକ୍ଷ୍ନୌ ର ମେଦାନ୍ତ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତାଙ୍କର ପରିଶ୍ରାରେ ଅସୁବିଧା ହେବା ସହ ଜ୍ୱର ଲାଗି

ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର- ଅବସାରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୬୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଏସମ୍ପର୍କରେ ତାଙ୍କ ସମ୍ପର୍କୀୟ ଭାଇ ସିଦ୍ଧାର୍ଥ ମହାନ୍ତି କହିଛନ୍ତି । କିଛିଦିନ