ଅଲବିଦା ବିଜୟ ମହାନ୍ତି
ଭୁବନେଶ୍ୱର- ପଂଚଭୂତରେ ଲୀନ ହେଲା ବିଜୟ ମହାନ୍ତିଙ୍କ ମରଶରୀର । ଭୁବନେଶ୍ୱର ସତ୍ୟନଗର ଶଶ୍ମାନରେ ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଦାହ ସଂସ୍କାରରେ ଜ୍ୱାଇଁ ଦେଲେ ମୁଖାଗ୍ନି । କୋଭିଡ କଟକଣାକୁ ମାନି କମ ସଂଖ୍ୟକ ଲୋକ ଶଶ୍ମାନରେ ଉପସ୍ଥିତ ରହିଥିଲେ । ସମସ୍ତଙ୍କ ଆଖିରୁ!-->…