ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସଚେତନ ନାଗରିକ ଫୋରମର ସଭାପତି ପ୍ରଦୋଷ ପଟ୍ଟନାୟକ ୨୦୧୬ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାରୁ କାଂଚନ ଫାଉଣ୍ଡେସନ ତରଫରୁ ତାଙ୍କୁ ହାର୍ଦ୍ଧିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଫାଉଣ୍ଡେସନର!-->…