ବୀରାପ୍ପାନ ଝିଅ ବିଜେପି ତାମିଲନାଡୁ ଯୁବ ଶାଖା ଉପାଧ୍ୟକ୍ଷା ନିଯୁକ୍ତ
ଭୁବନେଶ୍ୱର : ଦକ୍ଷିଣ ଭାରତରେ ଏକଦା ଆତଙ୍କ ସୃଷ୍ଟି କରିଥିବା ଚନ୍ଦନକାଠ ତସ୍କର ବୀରାପ୍ପାନଙ୍କ ଝିଅ ବିଦ୍ୟା ବୀରାପ୍ପାନ ଏବେ ବିଜେପିରେ । ସେ ତାମିଲନାଡୁ ବିଜେପି ଯୁବଶାଖାର ଉପାଧ୍ୟକ୍ଷା ଭାବରେ ନିଯୁକ୍ତି ପାଇଛନ୍ତି । ବୀରାପ୍ପାନ ଦାନ୍ତ ପାଇଁ ୧୦୦ରୁ ଅଧିକ ହାତୀକୁ ହତ୍ୟା କରିଥିବା!-->…