ମାଞ୍ଚେଷ୍ଟର୍ ଟେଷ୍ଟ: ଫଲୋଅନ୍ ଏଡ଼ାଇଲା ଇଣ୍ଡିଜ୍
ମାଞ୍ଚେଷ୍ଟର୍: ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ୍ ନାଟକୀୟ ମୋଡ଼ ନେଇଛି। ଇଂଲଣ୍ଡର ପ୍ରଥମ ପାଳି ୪୬୯/୯ ଜବାବରେ ଚତୁର୍ଥ ଦିନ ଖେଳରେ ଶେଷ ଖବର ମିଳିବା ବେଳକୁ ୱେଷ୍ଟଇଣ୍ଡିଜ୍ ୮ ୱିକେଟରେ ୨୮୩ ରନ୍ ସଂଗ୍ରହ କରି ଫଲୋଅନ ଏଡ଼ାଇ ନେଇଛି। ତଥାପି ଭ୍ରମଣକାରୀ ଜାସନ୍ ହୋଲଡରଙ୍କ ଦଳ ଏବେ!-->…