ଭିମସାର ଆଉଟଡୋର ୨୬ ଯାଏଁ ବନ୍ଦ
ସମ୍ବଲପୁର : କରୋନାର ଆଖି ଏବେ ବୁର୍ଲା ବଡ଼ ଡାକ୍ତରଖାନା ଉପରେ । ଭିମସାର ଡାକ୍ତର ଓ ନର୍ସ ସମେତ ୧୯ ଜଣଙ୍କୁ କୋରୋନା ପଜିଟିଭ ହୋଇଥିବା ଜଣାପଡ଼ିବା ପରେ ଏହି ସଂକ୍ରମଣ ଯେମିତି ଅଧିକ ନ ବ୍ୟାପିବ ସେଥିପାଇଁ ପ୍ରଶାସନ ପକ୍ଷରୁ ୧୯ ତାରିଖ ପର୍ଯ୍ୟନ୍ତ ଆଉଟ୍ଡୋରକୁ ବନ୍ଦ କରାଯାଇଥିଲା ।!-->…