ଗଣ ଶିକ୍ଷା ସଂସ୍କାର
ଛାତ୍ରଛାତ୍ରୀଙ୍କ ମତାମତ ଅନୁଯାୟୀ ଶିକ୍ଷକଙ୍କ ଦକ୍ଷତାର ମୂଲ୍ୟାୟନ ହେବ । ଶିକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଚ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ବିଶେଷତଃ ୯ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ କିପରି ଶିକ୍ଷାଦାନ ହେଉଚି ତାର ମାନ ଯାଞ୍ଚ ହେବ । ଏଥିପାଇଁ ଶିକ୍ଷକଙ୍କ ରିପୋର୍ଟ କାର୍ଡ ତଲବ!-->…