ପଢନ୍ତୁ ଆଜିର ପଞ୍ଜିକା..

ଅଦ୍ୟ ଜୁଲାଇ ୧୯ତାରିଖ ୨୦୨୦(ରବିବାର) ଶକାବ୍ଦ-୧୯୪୨ ସମ୍ବତ-୨୦୭୭ ସାଲ-୧୪୨୭ ସମ୍ବସôର-ଆନନେ୍ଦା ଶ୍ରାବଣ-କୃଷ୍ଣପକ୍ଷ ତିଥି-ଚତୁର୍ଦ୍ଧଶୀ ରାତ୍ରିଘ୧୨/୦୦ ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା ନକ୍ଷତ୍ର-ଆଦ୍ରା ରାତ୍ର ଘ୧୦/୩୮ ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁ ଚନ୍ଦ୍ର -ମିଥୁନ, ଯୋଗ- ବ୍ୟାଘାତ

ସୋମବାର ଠାରୁ କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ଓପିଡି

ଭୁବନେଶ୍ୱର : ସୋମବାର ଠାରୁ କ୍ୟାପିଟାଲ ହସ୍ପିଟାଲରେ କେବଳ ସକାଳ ବେଳା ଓପିଡି ଖୋଲାହେବ । ଏବେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କର୍ତୃପକ୍ଷ ସଂକ୍ରମଣକୁ ରୋକିବା ଲାଗି ଏଭଳି ନିଷ୍ପତି ନେଇଛନ୍ତି । କିନ୍ତୁ ଜେନେରାଲ ଓପିଡ଼ି ଓ କାଜୁଆଲଟି ପୂର୍ବଭଳି ଖୋଲା ରହିବାର ସୂଚନା ।

ସ୍ୱଚ୍ଛ ହୃଦୟ

ପରି ପଙ୍କିଳ ଜଳରେ ପ୍ରତିବିମ୍ବ ପ୍ରତିଫଳିତ ହୋଇ ନ ଥାଏ, ଅନୁରୂପ ଭାବରେ ଆବିଳତା ପରିପୂର୍ଣ୍ଣ ମନ କୌଣସି ସତ୍ ଉପଦେଶ ଗ୍ରହଣ କରିବାକୁ ସକ୍ଷମ ହୋଇ ନ ଥାଏ । ଜଣେ ଧନୀ ବ୍ୟକ୍ତି ଥିଲେ । ଏକଦା ଜଣେ ସାଧୁ ତାଙ୍କ ନିକଟକୁ ଆସିଲେ । ସାଧୁଙ୍କ ଚର୍ଚ୍ଚାରେ ଯେପରି ସାମାନ୍ୟତମ ବ୍ୟତିକ୍ରମ ନ ହୁଏ

କରୋନା କେଉଁଠି

କରୋନା ମହାମାରୀ ଯେ କେବଳ ଓଡ଼ିଶାରେ ବା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରେ କିମ୍ବା ରାଉଲକେଲାରେ ବୃଦ୍ଧି ପାଉଛି, ତାହାକ ହିବା ଠିକ୍ ନୁହେଁ । ବରଂ ସମଗ୍ର ପୃଥିବୀରେ ନିଜର ପ୍ରକୋପ ଦେଖାଇବା ସହିତ ଏଥିରେ ଲକ୍ଷ୍ୟାଧିକ ବ୍ୟକ୍ତି ମୃତ୍ୟୁ ବରଣ କରିବା ଏବଂ ଲକ୍ଷ ଲକ୍ଷ ସଂଖ୍ୟାରେ

ରାଜନୈତିକ ଦଳଗୁଡିକର ପରାମର୍ଶ ଲୋଡିଲେ କମିଶନ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢି ଚାଲିଥି ବେଳେ ନିକଟ ଭବିଷ୍ୟତରେ କେତେକ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ଏବଂ ବିହାର ବିଧାନସଭା ନିର୍ବାଚନ ନେଇ ସଂଶୟ ଦେଖାଦେଇଛି । ତେବେ ଦେଶର ସମ୍ବିଧାନ ଅନୁଯାୟୀ ନିର୍ଦ୍ଧାରିିତ ସମୟରେ ନିର୍ବାଚନ ହେଲେ ପ୍ରଚାର କିଭଳି ହେବ ସେ ନେଇ ନିର୍ବାଚନ

ପାକ୍ ସେନା ଗୁଳିରେ ୩ ଭାରତୀୟ ମୃତ

ଶ୍ରୀନଗର: ପାକିସ୍ଥାନ ଜବାନଙ୍କ ଅସ୍ତ୍ରବିରତି ଉଲ୍ଲଘଂନ ବଢିଚାଲିଥିବା ବେଳେ ଗତକାଲି ରାତିରେ ପୁଞ୍ଚ ଜିଲ୍ଲା ସୀମାନ୍ତ ନିୟନ୍ତ୍ରଣ ରେଖା ପାଖରେ ଥିବା କର୍ମରା ଗ୍ରାମ ଉପରେ ପାକ୍ ସେନା ପକ୍ଷରୁ ଗୁଳି ଓ ମୋର୍ଟର ମାଡ ଫଳରେ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ

ମୌସୁମୀ ଦୁର୍ବଳ: ବର୍ଷା ଉଭାନ

ଭୁବନେଶ୍ୱର: ରାଜ୍ୟରେ ନିର୍ଦ୍ଧାରିତ ସମୟରେ ଦକ୍ଷିଣ ପଶ୍ଚିମ ମୌସୁମି ପ୍ରବେଶ କରିଥିଲା ବେଳେ ଏବେ ମୌସୁମୀ ହୋଇଯାଇଛି ଗାଏବ । ଟାଇଁ ଟାଇଁ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଅନ୍ୟପକ୍ଷରେ ରାଜ୍ୟରେ ମୌସୁମୀ ବର୍ଷାର ପରିମାଣ ସ୍ୱାଭାବିକ ହୋଇଥିଲେ ମଧ୍ୟ ଉଭୟ ଜୁନ୍ ଓ ଜୁଲାଇ ମାସରେ

ଦେଶକୁ ବିକଶିତ କରିବ ଆତ୍ମନିର୍ଭର ଭାରତ ଅଭିଯାନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଅଭିଯାନରେ ଗରିବଙ୍କ କଲ୍ୟାଣକୁ ପ୍ରଧାନ୍ୟ ଦେବାସହ ଦେଶର ପୁିନିବେଶ, ଆର୍ଥିକ ଅଭିବୃଦ୍ଧି, ନିଯୁକ୍ତିକୁ ପ୍ରୋତ୍ସାହନ ଦେଇଛନ୍ତ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଚାଷୀ, ଶ୍ରମିକ, ମଧ୍ୟବିତ୍ତ ଏବଂ

ବଲାଙ୍ଗିର ଜିଲ୍ଲା କୃଷି ବିଭାଗର ବିହନ ବଂଟନ

ବଲାଙ୍ଗିର: ଆମର ଚାଷୀ ଠିକ୍ ସମୟରେ ଚାଷ ପାଇଁ ଔଷଧ ପାଉ ନାହିଁ, ସାର ପାଉ ନାହିଁ, ବିହନ ପାଉ ନାହିଁ, ଧାନ ଅମଲ କଲାପରେ ତାର ଉଚିତ ମୂଲ୍ୟ ପାଉନାହିଁ । ବିଭାଗୀୟ ଅଧିକାରୀମାନେ ମଧ୍ୟ ତତ୍ପରତା ସହିତ ଚାଷୀଙ୍କୁ ସହାୟତା କରିବା ଦେଖାଯାଉ ନାହିଁ । ଚାଷୀ ଦରକାର କରୁଥିବା ସାର ଠିକ୍ ସମୟରେ ତ

୧୪ ଯାଏ ସ୍କୁଲରେ ନାମଲେଖା

ଭୁବନେଶ୍ୱର: ସରକାର ସ୍କୁଲରେ ପିଲାଙ୍କ ନାମଲେଖା ଆସନ୍ତା ଅଗଷ୍ଟ ୧୪ ତାରିଖ ଯାଏ ଜାରି ରହିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଡିପିସିଙ୍କୁ ନିର୍ଦେଶ ଦିଆଯାଇଛି । କରୋନାକୁ ଦୃଷ୍ଟିରେ ରଖି ସବୁ ସରକାରୀ ସ୍କୁଲରେ ନାମଲେଖା ସମୟସୀମା ବୃଦ୍ଧି