ସ୍କୁଟିକୁ ଧକ୍କା ଦେଇ ବାଇକ ଫେରାର୍
ବାଲିକୁଦା: ବାଲିକୁଦା ଥାନା ଅନ୍ତର୍ଗତ ଚଷାପଡା- ତଣ୍ଡିକୁଳ ପ୍ରଧାନମନ୍ତ୍ରୀ ରାସ୍ତାର ମୂଲୁଗାଁ ପଂଚାୟତ ସାହାଡା ଛକ ନିକଟରେ ଆଜି ଏକ ବାଇକ ଅନ୍ୟ ଏକ ସ୍କୁଟିକୁ ଧକ୍କା ଦେଇ ଫେରାର ହୋଇ ଯାଇଛିା ଧକ୍କାରେ ସ୍କୁଟିଟି କ୍ଷତିଗ୍ରସ୍ତ ହେବା ସହିତ ସ୍କୁଟି ଚାଳକ ଓ ତାଙ୍କ ପୁଅ ସାମାନ୍ୟ ଆହାତ!-->…