ଜମିବାଡି ବିବାଦକୁ ନେଇ ବିଧବାଙ୍କୁ ପିଟିଲେ

କାଲିମେଳା: ଜମିବାଡି ବିବାଦକୁ କେନ୍ଦ୍ର କରି ଜଣେ ବିଧବାଙ୍କ ସମେତ ତାଙ୍କ ପରିବାରର ୬ ଜଣଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିବାର ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଳକାନାଗିରି ଜିଲ୍ଲା କାଲିମେଳା ଥାନା ଅଂଚଳରେ । ଏ ନେଇ ପୀଡିତ ମହିଳା ସେଫାଳି ବିଶ୍ୱାଳ

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଷ୍ଟାଫ ନର୍ସ କରୋନା ଆକ୍ରାନ୍ତ

ବିଞ୍ଝାରପୁର: ଶନିବାର ପୁଣି ବିଞ୍ଝାରପୁର ବ୍ଲକରେ ୨ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ଏହି ଆକ୍ରାନ୍ତ ଦୁଇଜଣଙ୍କ ମଧ୍ୟରୁ ଜଣେ ବିଞ୍ଝାରପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରର ଷ୍ଟାଫ ନର୍ସ ଭାବେ କାର୍ଯ୍ୟ କରନ୍ତି । ଆଉଜଣେ ଓଳେଇ ଚନ୍ଦନପୁର ଗ୍ରାମର ଜଣେ ତେଲେଙ୍ଗାନା ଫେରନ୍ତା ଯୁବକ

ପୂର୍ବ ଶତୃତାକୁ ନେଇ ତୁମୁଳକାଣ୍ଡ

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ଥାନା ମୋହରା ଗାଁରେ ପୂର୍ବ ଶତୃତାକୁ ନେଇ ପରିବାରର ୪ ଜଣଙ୍କୁ ଆକ୍ରମଣ କରାଯାଇଛି । ସେମାନେ ବିଲକୁ ଯାଉଥିବା ସମୟରେ କିଛି ଦୁର୍ବୃତ ସେମାନଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୪ ଜଣଙ୍କ ଗୋଡ ଭାଙ୍ଗିଯାଇଥିବା ସୂଚନା ମିଳିଛି । ସମସ୍ତ ଗୁରୁତରଙ୍କୁ

ଚିନ୍ତା ବଢାଇଲେ ଦୁଇ ପଳାତକ ପ୍ରବାସୀ

ବାଲିକୁଦା; ମରିଚପୁର ସ୍ଥିିତ ଟିଏମସିରୁ ଲୁଚି ପଳାଇ ଯାଇଥିବା ଦୁଇ କରୋନା ପଜିଟିଭଙ୍କ ପାଇଁ ସାରା ଅଂଚଳରେ ଚିନ୍ତା ବଢିଛି । ଗୋଷ୍ଠୀ ସଂକ୍ରମଣ ଆଶଙ୍କା ମଧ୍ୟ ଏକ ପ୍ରକାର ଦେଖା ଦେବା ଭୟକୁ ଏଡାଇ ଦିଆ ପାରୁନି । ଅନ୍ୟ ପକ୍ଷରେ ଟିଏମସିରୁ ଲୁଚି ପଳାଇଥିବା ଦୁଇ ପ୍ରବାସୀଙ୍କ ସ୍ୱାବ ରିପୋର୍ଟ

ରୋଗୀଙ୍କୁ ଚିକିତ୍ସା ନକଲେ ଦୃଢ କାର୍ଯ୍ୟାନୁଷ୍ଟାନ

ଭୁବନେଶ୍ୱର: ହଟସ୍ପଟ ଜିଲ୍ଲାର ରୋଗୀଙ୍କୁ ଚିକିତ୍ସା ନକଲେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଘରୋଇ ହସ୍ପିଟାଲ ମାନଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟସରକାର । ସୂଚନା ଅନୁସାରେ ହଠସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଘରୋଇ ହସ୍ପିଟାଲ ଚିକିତ୍ସା ସେବା ଯୋଗାଇ ଦିଆ ଯାଉନଥିବାର

ଶ୍ରାଦ୍ଧ ବାର୍ଷୀକରେ ଚାରା ରୋପଣ ଓ ମାକ୍ସ, ସାନିଟାଇଜର ବଣ୍ଟନ

ବାଲିକୁଦା ; ମା’ଙ୍କ ପ୍ରଥମ ଶ୍ରାଦ୍ଧତ୍ସବରେ ଭୋଜିବାତ ନ କରି ଚାରା ରୋପଣ କରିବା ସହିତ ମାକ୍ସ ଓ ସାନିଟାଇଜର ବାଣ୍ଟିଛନ୍ତି ପୁଅ । ଏଭଳି ଏକ ସଚେତନତା ବହନ କରୁଥିବା କାର୍ଯୟ ଦେଖିବାକୁ ମିଳିଛି ନହରଣା ପଞ୍ଚାୟତ ବଇରଖ ଗାଁରେ । ଗାଁର ସ୍ୱର୍ଗତା ଝରଣା ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକରେ

ଜଗନ୍ନାଥ ମନ୍ଦିରର ଉନ୍ନତି କରଣ ପାଇଁ ବୈଠକ

ଚମ୍ପୁଆ: ସ୍ଥାନୀୟ ଜଗନ୍ନାଥ ମନ୍ଦିରର ଉନ୍ନତି କରଣ ପାଇଁ ମନ୍ଦିର କମିଟି ସଦସ୍ୟଙ୍କ ସହଆଲୋଚନା କରିଛନ୍ତି ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ । ମନ୍ଦିରର ସ୍ଥାୟୀ ରାଜସ୍ୱ, ନୀତିକାନ୍ତ ସହ ଆବଶ୍ୟକ ଉନ୍ନତିମୂଳକ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ଠାକୁରଙ୍କ ନାମରେ ବିଭିନ୍ନ

ହୋଟେଲରୁ ଚୋରି

ବିଞ୍ଝାରପୁର: ବିଞ୍ଝାରପୁର ଥାନା ସୟଦପୁର-ମଇଁଦା ମୂଖ୍ୟ ରାସ୍ତାରେ ଥିବା ଏକ ହୋଟେଲରୁ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୁତ ଚୋରି କରିନେଇଥିବା ଥାନାରେ ଅଭିଯୋଗ ହେଇଛି । ବିଞ୍ଝାରପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଯଣାପଡିଛି । ଅଭିଯୋଗରୁ

ଇସିଆଇ ଲୋଡ଼ିଲେ ପରାମର୍ଶ : ନିର୍ବାଚନ ପ୍ରଚାର କିପରି ହେବ ?

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଚଳିତବର୍ଷ କିଛି ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ଏବଂ ବିହାର ବିଧାନସଭା ନିର୍ବାଚନକୁ ନେଇ ସଂସୟ ସୃଷ୍ଟି ହୋଇଛି। ବିଶେଷ କରି ନିର୍ବାଚନ ହେଲେ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ କିପରି ପ୍ରଚାର କରିବେ ଏବଂ ବୈଠକ ଆୟୋଜନ କରିବେ