ତିନି ବିଧାୟକ କୋଭିଡ ପାଇଁ ଦେବେ ଦେଢ କୋଟି
ଭୁବନେଶ୍ୱର : ଦିନକୁ ଦିନ କୋରୋନା କାୟା ବିସ୍ତାର କରିଚାଲିଛି । ରାଜଧାନୀରେ ଥିବା ଦୁଇଟି କୋଭିଡ୍ ହସ୍ପିଟାଲ୍ରେ ରାଜଧାନୀ ସମତେ ସାରା ରାଜ୍ୟର କୋରୋନା ଆକ୍ରାନ୍ତଙ୍କର ଚିକିତ୍ସା ହେଉଛି । ଏହାକୁ ନଜରରେ ରଖି ଯେପରି ଆଗାମୀ ଦିନରେ କୌଣସି କରୋନା ରୋଗୀ ଶଯ୍ୟା ନପାଇ ହଇରାଣ ନହୁଅନ୍ତୁ!-->…