ମାନୁ ନାହାଁନ୍ତି ଲୋକେ : ଶିଥିଳ ପଡିଗଲାଣି ପ୍ରଶାସନ
ବିଞ୍ଝାରପୁର: କରୋନାର ଭୟବହତା ଦିନକୁ ଦିନ ଦୃତ ଗତିରେ ମାଡି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ପୂର୍ବରୁ ବିଞ୍ଝାରପୁରରେ ୧୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବିଞ୍ଝାରପୁର ଥାନାରେ କାର୍ଯ୍ୟରତ ଜଣେ ୫୪ ବର୍ଷିୟ ଗୃହରକ୍ଷୀ କରୋନା ଆକ୍ରାନ୍ତ ହୋଇଥିବା!-->…