ଲାଲଗଡ଼ ଭୁସୁଡୁଛି!
ଓଡ଼ିଶା ଏକ ଗରିବ ରାଜ୍ୟ ଏବଂ ଏଠରେ ସଂଖ୍ୟାଧିକ ବ୍ୟକ୍ତି ଦାରିଦ୍ର୍ୟ ସୀମାରେଖା ତଳେ ରହିଆସିଥିବା ସର୍ବଜନ ବିଦିତ । ଏପରିକି କେନ୍ଦ୍ରସରକାରଙ୍କ ଦ୍ୱାରା ଦାରିଦ୍ର୍ୟ ପ୍ରପିଡିତ ରାଜ୍ୟ କଥା ଦଶନ୍ଧିଦଶନ୍ଧିଧରି ସମୀକ୍ଷା କରାଯାଇଛି, ସେତେବେଳେ ତାଳିକାର ସର୍ବନିମ୍ନରେ ଓଡ଼ିଶା ରହିଛି । ଏହାର!-->…