ବିସ୍ଫୋରକ ସହ ଇନୋଭା ଗାଡି ଜବତ
ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ରଣାଶାଳ ଘାଟି ନିକଟ ୨୧୫ ନଂ ଜାତୀୟ ରାଜପଥ ଏସାର ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତା ଜାମ ହୋଇଥିବା ସମୟରେ ଯୋଡା ଥାନା ଅଧିକାରୀ ରାଇସେନ ମୁର୍ମୁ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ସମସ୍ତ ଗାଡିକୁ ଯାଞ୍ଚ କରୁଥିବା ସମୟରେ ବିଆର-୦୧ପିଇ-୬୯୬୯!-->…