ତାଳଚେର ସହରରେ ପରିବେଶ ପ୍ରଦୂଷଣ ବୃଦ୍ଧି, ପ୍ରତିକାର ବ୍ୟବସ୍ଥା କାହିଁ?
ତାଳଚେର: କୋଇଲା ଖଣି କ୍ଷେତ୍ର ଭାବେ ପରିଚିତ ତାଳଚେର ସହର ରାଜ୍ୟ ତଥା ଦେଶର ଆର୍ଥିକ ମାନା ଦାଣ୍ଡରେ ଯଥେଷ୍ଟ ସହାୟକ ହୋଇଥିବା ବେଳେ, ଏ ସହରର ଏବେ ବି ଅବେହେଳିତ । ପ୍ରଦୂଷଣ ଏହି ସହର ପାଇଁ ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ, ଏହାର ସମାଧାନ ପାଇଁ କାହାର ବି ନିଘା ନାହିଁ, ଯା ଫଳରେ ସାଧାରଣ!-->…