ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାରେ ୭୫ତମ ସ୍ୱାଧିନତା ଦିବସ ପାଳିତ

ଭୁବନେଶ୍ୱର : ଦେଶରେ ଆଜି୭୫ତମ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ, ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥାର ମୁଖ୍ୟ ଦପ୍ତର ଗୃହନିର୍ମାଣ ଭବନ ପରିସରରେ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ସଂସ୍ଥାର ଅଧକ୍ଷ ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଏହି ଉତ୍ସବର ମୁଖ୍ୟ ଅତଥିଭାବେ ଯୋଗ

ଆର୍ଥିକ ବିକାଶ ବିନା ସ୍ୱାଧୀନତା ଅଧୁରା

ଭୁବନେଶ୍ୱର: ଅର୍ଥନୈତିକ ପ୍ରଗତି ବିନା ସ୍ୱାଧୀନତା ଅଧୁରା ବୋଲି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଇନ୍ଫରମେସନ୍ ଟେକ୍ନୋଲୋଜି (ଅମିତ୍)ର ଅଧ୍ୟକ୍ଷ ତଥା ନ୍ୟାୟବତୀର ସମ୍ପାଦକ ଶ୍ରୀ ଅଧୀପ ନାରାୟଣ ମହାନ୍ତି ମତ ପ୍ରକାଶ କରିଛନ୍ତି । ଅମିତ, ନ୍ୟାୟବତୀ ଓ ଇନ୍ଫୋଟେକ ପରିସରରେ ଆୟୋଜିତ ୭୫ତମ

ପବିତ୍ରତା ନଷ୍ଟ!

ଭାରତୀୟ ଗଣତନ୍ତ୍ରରେ ସବୁଠାରୁ ପବିତ୍ର ଏବଂ ମର୍ଯ୍ୟଦାଜନକ ଗୃହ ଭାବେ ପରିଚିତ ଲୋକସଭା ଏବଂ ରାଜ୍ୟସଭା ସଦନରେ ଶୃଙ୍ଖଳାରକ୍ଷାକୁ ସବୁବେଳ ସମସ୍ତେ ଗୁରୁତ୍ୱାରୋପ କରିଆସିଛନ୍ତି । କୌଣସି ସମୟରେ ଏହି ସର୍ବୋଚ୍ଚ ଗୃହର ପବିତ୍ରତା ନଷ୍ଟ ହେଉ ବୋଲି କେବେ ବି ସ୍ୱପ୍ନରେ ଭାବିପାରିବ ନାହିଁ । କୌଣସି

ଜିଲିଙ୍ଗ ଖଣିରେ ପରିବହନ ଓ ନିଯୁକ୍ତି ଦାବିରେ ଫାଟକ ସମ୍ମୁଖରେ ମହିଳାଙ୍କ ଆନ୍ଦୋଳନ

ଯୋଡା: ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଜିଲିଙ୍ଗ ଲଙ୍ଗାଲୋଟାସ୍ଥିତ ଆପାହାତୁ ଖଣିରେ ନିଯୁକ୍ତି ଏବଂ ଲୁହାପଥର ପରିବହନ ଦାବି କରି କିଛି ସ୍ଥାନୀୟ ମହିଳା ଗୁରୁବାର ସକାଳୁ ଖଣି ଫାଟକ ସମ୍ମୁଖରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । ମହିଳା ମାନଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଥିବା

ଦିଗପହଣ୍ଡିରେ ତୁଳା ଜିନିଙ୍ଗ ମିଲ୍ ଓ ବସ୍ ଟର୍ମିନାଲ ଉଦଘାଟିତ

ଭୁବନେଶ୍ୱର: ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଗୁରୁବାର ଦିଗପହଣ୍ଡି ଠାରେ ଏକ ତୁଳା ଜିନିଙ୍ଗ ମିଲ୍ ଓ ପ୍ରେସିଂ ମିଲ୍ ଏବଂ ଏକ ନୂଆ ବସ୍ ଟର୍ମିନାଲ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ନିର୍ବାଚନରେ ବିଜେଡି ଦେବ ୨୭% ଓବିସି ପ୍ରାର୍ଥୀ

ଭୁବନେଶ୍ୱର: ଏଣିକି ପଞ୍ଚାୟତ ସମେତ ସମସ୍ତ ନିର୍ବାଚନରେ ବିଜେଡି ୨୭% ପଛୁଆ ବର୍ଗ (ଓବିସି) ପ୍ରାର୍ଥୀ ଦେବ । ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଆଜି ଏହି ଘୋଷଣା କରିଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ୨୭ ପ୍ରତିଶତ ପଛୁଆ ବର୍ଗର (ଓବିସି) ପ୍ରାର୍ଥୀ

ଷ୍ଟାଫ୍ ସିଲେକ୍ସସନ ବୋର୍ଡ ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ ଦାବିରେ ବିକ୍ଷୋଭ

ବ୍ରହ୍ମପୁର: ଓଶିଶା ଷ୍ଟାଫ୍ ସିଲେକ୍ସନ ବୋର୍ଡର ନିଯୁକ୍ତି କ୍ଷେତ୍ରରେ ହେଉଥିବା ନିଲାମ୍ , ଜାଲିଆତି, ବ୍ୟାପକ ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ ଦାବିରେ ଆଜି ଭାରତୀୟ ଛାତ୍ର ଫେଡେରେସନ୍ (ଏଓଏଫଆଇ) ଓ ଭାରତର ଗଣତାନ୍ତ୍ରୀକ ଯୁବ ଫେଡେରେସନ୍ (ଡିୱାଇଏଫଆଇ)ତରଫରୁ ଆଜି ବ୍ରହ୍ମପୁର କମାପଲ୍ଲି

ପଞ୍ଚାୟତ ନିର୍ବାଚନ ସଜବାଜ

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ହଠାତ୍ ସକ୍ରିୟ ହୋଇଉଠିଛନ୍ତି । ଏହି ନିର୍ବାଚନ ପାଇଁ ବର୍ତମାନ ସୁଦ୍ଧ । ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନାହିଁ । ହେଲେ ନିର୍ବାଚନକୁ ସାମନା କରିବାକୁ ଭିତରେ ଭିତରେ ଯୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

୨୬ଟି କେନ୍ଦ୍ରରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ୨୩ରୁ ଆରମ୍ଭ ହେବାକୁ ଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ଲାଗି ସାରା ରାଜ୍ୟରେ ୨୬ଟି ପରୀକ୍ଷା କେନ୍ଦ୍ର କରାଯିବ । ଉଚ୍ଚଶିକ୍ଷା ବିଭାଗ ଅଧୀନ ୧୧ଟି ବିଶ୍ୱବିଦ୍ୟାଳୟ ସମେତ ୧୪ଟି ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଗୋଟିଏ ସରକାରୀ ଡିଗ୍ରି କଲେଜରେ ପରୀକ୍ଷା

କଟକ ସି.ସି.ବି.ର ୱେବ୍ସାଇଟ୍ ଉନ୍ମୋଚନ

କଟକ: ଆଜି ଅପରାହ୍ନରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଦ୍ ଭାବନା ସଭାଗୃହରେ ବ୍ୟାଙ୍କର ନିଜସ୍ୱ ୱେବ୍ସାଇଟ୍ WWW.CUTTACKCCB.CO.IN ମାନ୍ୟବର ଜିଲ୍ଲାପାଳ,ଅତିରକ୍ତ ନିବନ୍ଧକ, ସମବାୟ ସମିତି ସମୂହ,କଟକ ତଥା ବ୍ୟାଙ୍କର ପରିଚାଳନା ପରିଷଦ ପାଇଁ ସରକାରୀ ନିଯୁକ୍ତ ପ୍ରଶାସକ