‘ଆଇଟିସିଏମ-୦୨’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ଚାନ୍ଦିପୁର: ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଆଜି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦୂରଗାମୀ ସବ୍ସୋନିକ୍ କ୍ରୁଜ୍ ମିସାଇଲ ‘ଆଇଟିସିଏମ-୦୨’ର ପରୀକ୍ଷଣ ସଫଳ ହୋଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୧୫ଶହ କି.ମି ଲକ୍ଷ ଭେଦି

ରାଜ୍ୟର ୪ ଅଲମ୍ପିକ୍ ହକି ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକରେ ଚମତ୍କାରର ପ୍ରଦର୍ଶନ କରିଥିବା ଓଡ଼ିଶାର ଭାରତୀୟ ପୁରୁଷ ହକି ଟିମର ୨ଜଣ ଖେଳାଳି ଏବଂ ୨ଜଣ ମହିଳା ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି । ପୁରୁଷ

ବୁଡିଯିବ ବନ୍ଦର

ପୂରାଣ ପ୍ରସିଦ୍ଧ ଦ୍ୱାରକା ନଗରୀକୁ ନେଇ ସବୁ ଭାରତୀୟଙ୍କ ମଧ୍ୟରେ ଏକ ଭିନ୍ନ ଆବେଗ ରହିଛି । ଭାରତୀ ସଂସ୍କୃତି ଏବଂ ସନାତନ ଧର୍ମର ପ୍ରମୁଖ ଦେବତା ପ୍ରଭୁ ଶ୍ରୀକୃଷ୍ଣର ନିଳାଖେଳା ସହ ଜଡିତ ଏହି ପୂରାଣ ପ୍ରସିଦ୍ଧ ନଗରୀ ସମ୍ପର୍କରେ ମହାଭରତ ଠାରୁ ଆରମ୍ଭ କରି ଲୋକକଥା ଯାଏଁ ସବୁଠି

ଆଜିଠୁ ଜଗାଦର୍ଶନ

ପୁରୀ: ଦିର୍ଘ ୩ ମାସରୁ ଉର୍ଧ ସମୟଧରି ଭକ୍ତଙ୍କ ପାଇଁ ବନ୍ଦ ଥିବା ଶ୍ରୀମନ୍ଦିର ଆସନ୍ତା କାଲି ଗୁରୁବାର ଠାରୁ ଖୋଲିବ । ତେବେ କେବଳ ମନ୍ଦିର ସେବକଙ୍କ ପରିବାର ସଦସ୍ୟ ଆସନ୍ତା କାଲି ୧୨ ଏବଂ ୧୩ରେ ମହାପ୍ରଭୁଙ୍କ ଦର୍ଶନ କରିବେ । ମନ୍ଦିରରେ ପ୍ରବେଶ କରିବାବେଳେ, ସେମାନେ ସେମାନଙ୍କର

ନାମ ବଦଳକୁ ନେଇ ରାଜନିତୀ..

ଟୋକିଓ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ବଦକ ଜିିତିବାର ପରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଏକ ବଡ ନିଷ୍ପତି ନେଲେ । ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ନାମ ପରିବର୍ତନ କରି ଏଣିକି ଏହା ମେଜିର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର

୧୨ ତାରିଖରୁ ଆରମ୍ଭ ହେବ +୨ ନାମଲେଖା ଆବେଦନ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଡମିସନ୍ ଲାଗି ଆବେଦନ କରିପାରିବେ । କରୋନା ପାଇଁ କୌଣସି ଆଡମିସନ ଫି ବୃଦ୍ଧି ହେବ ନାହିଁ ବୋଲି ବି

ଦେଶରେ ଦୈନିକ ସଂକ୍ରମଣ ୪୦% ବୃଦ୍ଧି : ୪୨ହଜାର ନୂଆ ମାମଲା

ନୂଆଦିଲ୍ଲୀ : ଦୀର୍ଘ ୩ ମାସ ଧରି ଦେଶରେ ସଂକ୍ରମଣ ମାମଲା କମ୍ ରହିବା ପରେ ଏବେ ପୁଣି ବୃଦ୍ଧି ହୋଇଛି । ଦ୍ୱିତୀୟ ଲହର ଶୀର୍ଷ ସମୟ ପରେ ପ୍ରଥମ ଥର ପାଇଁ ଦେଶରେ ସଂକ୍ରମଣ ବୃଦ୍ଧି ହୋଇଛି । ଦୌନିକ ସଂକ୍ରମଣରେ ଗତକାଲି ତୁଳନାରେ ଆଜି ୪୦ ପ୍ରତିଶତ ବୃଦ୍ଧି ଚିନ୍ତାର କାରଣ ହୋଇଛି । କେରଳରେ

ପେଗାସସ୍ : ଅଭିଯୋଗ ସତ୍ୟ ହୋଇଥିଲେ ସାଂଘାତିକ

ନୂଆଦିଲ୍ଲୀ: ବିରୋଧୀ ନେତା, ସାମ୍ବାଦିକ ଏବଂ ଅନ୍ୟମାନଙ୍କୁ ଟାର୍ଗେଟ୍ କରିବା ଲାଗି ପେଗାସସ୍ ସ୍ପାଏୱେର ବ୍ୟବହାର କରାଯାଇଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଯଦି ସତ ହୋଇଥାଏ ତେବେ ଅଭିଯୋଗ ସାଙ୍ଘାତିକ ବୋଲି ଆଜି ସୁପ୍ରିମ୍ କୋର୍ଟ ମନ୍ତବ୍ୟ ଦେବା ସଙ୍ଗେ ସଙ୍ଗେ ମାମଲାର ଶୁଣାଣୀକୁ

୧୬ରୁ ଖୋଲିବ ଶ୍ରୀମନ୍ଦିର!

ଭୁବନେଶ୍ୱର: ଅଗଷ୍ଟ ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ୫ ଦିନ ପୁରୀ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ । ୨୩ ତାରିଖରେ ସବୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ । କୋଭିଡ୍ ଗାଇଡ୍‌ଲାଇନ୍‌ରେ ଶ୍ରଦ୍ଧାଳୁମାନେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏନେଇ ଶ୍ରୀମନ୍ଦିର ମୁଖ୍ୟ

ନବୀନଙ୍କ ଶୁଭେଚ୍ଛା : ୧୬ରେ ଓଡିଶା ଆସିବେ ଟିମ୍ ଇଣ୍ଡିଆ

ଭୁବନେଶ୍ୱର : ଭାରତୀୟ ପୁରୁଷ ହକି ଦଳର ଐତିହାସିକ ବିଜୟ ପରେ ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖେଳାଳିମାନଙ୍କ ସହିତ କଥା ହେବା ସହ ଚିତାକର୍ଷକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ୧୬ ତାରିଖରେ ବିଜୟୀ ଦଳ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ