ସ୍ୱାଭାବିକ ରହିଛି ଭାରତର ଅର୍ଥନୀତି
ନୂଆଦିଲ୍ଲୀ- ଭାରତର ଅର୍ଥନୀତି ସ୍ୱାଭାବିିକ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଆଜି ୭ମ ଏସବିଆଇ ବ୍ୟାଙ୍କିଙ୍ଗ୍ ଆଣ୍ଡ ଇକୋନମୀକ୍ସି କନକ୍ଳେଭରେ ଉଦବୋଧନ ଦେଇ ସେ କହିଛନ୍ତି କରୋନା ମହାମାରୀ ସମୟରେ ଆମର ଅର୍ଥନୈତିକ ଧାରାକୁ ନିରାପଦ ରଖିବା ସହ!-->…