ନେପାଳରେ ଭୂସ୍ଖଳନ: ୧୧ମୃତ ୨୩ ନିଖୋଜ
କାଠମାଣ୍ଡୁ- ନେପାଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ଶନିବାର ପ୍ରବଳ ବର୍ଷା ଯୋଗୁ ମାୟାଗଡି ଜିଲ୍ଲାରେ ଭୂସ୍କଳନ ଘଟି ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ନିଖୋଜ ଅଛନ୍ତି । ମାରାଙ୍ଗଠାରୁ ୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଠାରେ ୧୧ଜଣ ଏବେ ଯାଏ ନିଖୋଜ ଅଛନ୍ତି ।!-->…