କରୋନା ନେଲା ଆଉ ୩ ଜୀବନ
ଭୁବନେଶ୍ୱର: ରାଜ୍ୟରେ ୫୯୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ୩ ଜଣ ଗଞ୍ଜାମ ଜିଲ୍ଲାର । ସେଥିରେ ଜଣେ ୫୬ ବର୍ଷୀୟ ପୁରୁଷ ଅଛନ୍ତି ଯିଏ ଡ଼ାଇବେଟିସ୍ ରୋଗରେ ପୀଡିତ ଥିଲେ । ସେହିଭଳି ପୂର୍ବରୁ କୌଣସି ରୋଗ ନଥିବା ବେଳେ ୫୦ ବର୍ଷୀୟ ଜଣେ ପୁରୁଷ ମଧ୍ୟ!-->…