ବିଧାୟକଙ୍କ ସହ ଦିଲ୍ଲୀରେ ସଚିନ ପାଇଲଟ୍
ନୂଆଦଲ୍ଲୀ: ରାଜସ୍ଥାନରେ ରାଜନୈତିକ ସଂକଟ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ପାଇଲଟ ମଧ୍ୟରେ ରହିଥିବା ମତଭେଦ ଏବେ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି । ଯେଉଁଥିପାଇଁ ରାଜ୍ୟସରକାର ଓ କଂଗ୍ରେସ ସରକାର ପାଇଁ ସମସ୍ୟା ସୃଷ୍ଟି ହୋଇଛି । ପାଇଲଟ ନିଜର ୧୨ ଜଣ!-->…